ରୋହିତଙ୍କୁ ହରାଇଲେ ପନ୍ତ: ସଚିନ, ଯୁବିଙ୍କ ସମକକ୍ଷ ହେଲେ ଈଶାନ
ମୁମ୍ବାଇ: ଆଇପିଏଲ୍-୧୫ର ଦ୍ବିତୀୟ ମ୍ୟାଚ୍ରେ ପୂର୍ବବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ୱିକେଟ୍ରେ ପରାସ୍ତ କରିଦେଇଛି। ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ ୧୭୮ ରନ୍ର କଷ୍ଟକର ବିଜୟ ଲକ୍ଷ୍ୟ ଦେବା ସତ୍ତ୍ବେ ଏକଦା ୧୦୪ ରନ୍ରେ ୬ ୱିକେଟ୍ ହରାଇ ଆଶା ଓ ଆଶଙ୍କାରେ ଥିବା ଦିଲ୍ଲୀ ଶେଷରେ ସହଜ ବିଜୟ ହାସଲ କରିଥିଲା। ମଧ୍ୟକ୍ରମ ବ୍ୟାଟର୍ ଲଳିତ ଯାଦବ (୪୮* ରନ୍, ୩୮ ବଲ୍, ୪ ଚୌକା, ୨ ଛକା) ଏବଂ ଅଲରାଉଣ୍ଡର […]