ଶ୍ରଦ୍ଧାଙ୍କ ସହ ବ୍ରେକଅପ୍କୁ ନେଇ ମୁହଁ ଖୋଲିଲେ ରୋହନ୍, ରିଲେସନ୍ସିପ୍ ବିଷୟରେ କହିଲେ ଏମିତି…
ମୁମ୍ବାଇ ୨୬।୦୩ : ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ । ତାହା ପୁଣି ଫିଲ୍ମ କି ନେଇ ନୁହଁ ବରଂ ଲଭ ଲାଇପ୍କୁ ନେଇ । ଇଣ୍ଡଷ୍ଟ୍ରିର ଜଣାଶୁଣା ଫଟୋଗ୍ରାଫର ରୋହନ ଶ୍ରେଷ୍ଟାଙ୍କ ସହ ବ୍ରେକ୍ ଅପ୍ ହୋଇଛି । ଦୁହେଁ ଚାରି ବର୍ଷର ସମ୍ପର୍କକୁ ସମାପ୍ତ କରିଛନ୍ତି । ଶ୍ରଦ୍ଧା କପୁର ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ପ୍ରକାରର ବିବୃତ୍ତି ଦେଇ ନାହାନ୍ତି । ହେଲେ ନିକଟରେ ରୋହନ ଶ୍ରେଷ୍ଟା ତାଙ୍କ […]