ଓଡ଼ିଶା କଳା ଓ ସଂସ୍କୃତିର ଭୂମି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୧୬ତମ ଜାତୀୟ ତୋଷାଳି ହସ୍ତଶିଳ୍ପ ମେଳା ଆଜି ଜନତା ମଇଦାନରେ ଉଦ୍ଘାଟିତ ହୋଇଯାଇଛି। ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାୟକ ଏହାକୁ ଭର୍ଚୁଆଲରେ ଉଦ୍ଘାଟନ କରି କହିଥିଲେ, ଓଡ଼ିଶା କଳା ଓ ସଂସ୍କୃତିର ଭୂମି। ଏହି ମେଳା ମାଧ୍ୟମରେ ଓଡ଼ିଆ କାରିଗରମାନଙ୍କ ଉତ୍ପାଦିତ ହସ୍ତଶିଳ୍ପର ବଜାର ପ୍ରବେଶ ରାଜ୍ୟ ତଥା ଦେଶରେ ସହଜ ହୋଇପାରିବ। ସଭାରେ ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ ଯୋଗଦେଇ ମେଳାରେ ଭାଗ […]