ଖେଳ ଦେଶ ବିଦେଶ

‘ତିନୋଟି ଡଟ୍ ବଲ ପକାଇଲେ ବ୍ୟାଟର୍ ଆଉଟ୍’ : ଆକାଶ ଚୋପ୍ରାଙ୍କ ଟ୍ୱିଟରେ ମଜାଳିଆ ରିପ୍ଲାଏ ଦେଲେ ଚହଲ

ନୂଆଦିଲ୍ଲୀ, ୦୪/୦୪: ଭାରତୀୟ ଦଳର ଲେଗ୍ ସ୍ପିନର୍ ୟୁଜବେନ୍ଦ୍ର ଚହଲ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରହିଥାନ୍ତି । ସେ ରବିବାର ଆକାଶ ଚୋପ୍ରାଙ୍କ ଏକ ଟ୍ୱିଟର ମଜାଳିଆ ରିପ୍ଲାଏ ଦେଇଛନ୍ତି । ସୂଚନାନୁସାରେ, ରବିବାର ଆକାଶ ଚୋପ୍ରା ଏକ ଟ୍ୱିଟ୍ କରିଥିଲେ । ସେଥିରେ ସେ ୧୦୦ ମିଟରରୁ ଅଧିକ ଲମ୍ବର ଛକା ମାରିଲେ ୮ ରନ୍ ଦେବା ଦରକାର ବୋଲି କହିଥିଲେ । ଏହାର ରିପ୍ଲାଏ ଦେଇଥିଲେ ଚହଲ । ଚହଲ କହିଥିଲେ ଯେ, […]

ଖେଳ ଦେଶ ବିଦେଶ

ଶକ୍ତିଶାଳୀ ହେଲା ଦିଲ୍ଲୀ କ୍ୟାପିଟାଲ୍ସ, ଦଳରେ ଯୋଗଦେଲେ ଓ୍ୱାର୍ଣ୍ଣର

ମୁମ୍ବାଇ, ୦୪/୦୪: ଦିଲ୍ଲୀ କ୍ୟାପିଟାଲ୍ସ ସଦସ୍ୟ ଥିବା ଅଷ୍ଟ୍ରେଲିଆର ଅଭିଜ୍ଞ ଓପନର ଡେଭିଡ୍‌ ୱାର୍ଣ୍ଣର ଗତ ଶନିବାର ମୁମ୍ବାଇରେ ପହଞ୍ଚି କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି । ଦିଲ୍ଲୀ ଫ୍ରାଞ୍ଚାଇଜ ପକ୍ଷରୁ ଆଜି ଟ୍ୱିଟ୍‌ କରି ଏବିଷୟ ସୂଚନା ଦିଆଯାଇଛି । ସେ ବାଧ୍ୟତାମୂଳକ ତିନିଦିନିଆ କ୍ୱାରେଣ୍ଟାଇନ୍‌ ଶେଷ କରିବା ପରେ ଦଳ ସହ ଯୋଗ ଦେବେ । ଘରୋଇ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ ପାଇଁ ୱାର୍ଣ୍ଣର ଅଷ୍ଟ୍ରେଲିଆ ଦଳ ସଦସ୍ୟ ଥିଲେ । ତେଣୁ ସେ ବିଳମ୍ବରେ […]

ରାଜ୍ୟ ସ୍ୱାସ୍ଥ୍ୟ

ଓଡିଶାରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୫ କରୋନା ପଜିଟିଭ୍

ଭୁବନେଶ୍ୱର ୦୪।୦୪ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୭୪୨ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଗୁରୁ-ଶିଷ୍ୟର ସଂପର୍କରେ କଳଙ୍କ ଛିଟା : ନାବାଳିକା ଛାତ୍ରୀଙ୍କୁ ବ୍ଲାକମେଲିଂ, ଗାଧୁଆ ଫଟୋ ଭାଇରାଲର ଧମକ ଦେଲେ ପ୍ରଧାନଶିକ୍ଷକ

ଉଦଳା ୦୪।୦୪ : ଗୁରୁ ଏବଂ ଶିଷ୍ୟର ସଂପର୍କରେ ଲାଗିଲା କଳଙ୍କ ଛିଟା । ବିଦ୍ୟାଳୟ ଭିତରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ବା ଅଶାଳୀନ ମନ୍ତବ୍ୟ ଦେବା ସହିତ ଅଶ୍ଳୀଳ ଫଟୋ ଭାଇରାଲ କରିବାର ଦେଲେ ଧମକ । ତାହା ପୁଣି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ହଷ୍ଟେଲ ଦାୟିତ୍ବରେ ଥିବା ମାଟ୍ରୋନ୍ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଶାଳଖୁଂଟା ଆଶ୍ରମ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା । ଖବର ଅନୁଯାୟୀ, ଶାଳଖୁଂଟା ଆଶ୍ରମ ବିଦ୍ୟାଳୟରେ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ୟୁପି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ‘ଖାଦ୍ୟ ବିଷାକ୍ତ’; ୨୮ ଛାତ୍ରୀ ଅସୁସ୍ଥ, ୮ ଗୁରୁତର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଦାଉନ ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ‘ଖାଦ୍ୟ ବିଷାକ୍ତ’ ଅବସ୍ଥାରେ ୨୮ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିବା ପରେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାଟାଗଞ୍ଜର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି। ସମସ୍ତ ଅସୁସ୍ଥ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା କୁହାଯାଉଛି। ପିଲାମାନେ ବିଦ୍ୟାଳୟ ମେସରେ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ। ଯେହେତୁ ସେମାନଙ୍କର […]

ଦେଶ ବିଦେଶ ମନୋରଞ୍ଜନ

ଆମାଜନ କମ୍ପାନୀରେ ହେବ ଟ୍ରେଡ ୟୁନିୟନ ! ପ୍ରସ୍ତାବ ବହୁମତରେ ଗୃହୀତ

ୱାସିଂଟନ ୩।୪: ବିଶ୍ୱର ସର୍ବ ବୃହତ୍ତ ଅନଲାଇନ କମ୍ପାନୀ ଆମାଜନ ସମ୍ମୁଖରେ ନୂଆ ସମସ୍ୟା ଦେଖା ଦେଇଛି। ଆମାଜନ ଏପର୍ଯ୍ୟନ୍ତ କମ୍ପାନୀରେ ଶ୍ରମିକ ଓ କର୍ମଚାରୀଙ୍କୁ ୟୁନିୟନ କରାଇ ଦେଉନଥିଲା। ତେବେ କମ୍ପାନୀର ଷ୍ଟେଟେନ ଆଇଲ୍ୟାଣ୍ଡସ୍ଥିତ ୱେର ହାଉସରେ ଟ୍ରେଡ ୟୁନିୟନ ଲାଗି ଆଗତ ପ୍ରସ୍ତାବ ବହୁମତରେ ଗୃହୀତ ହୋଇଯାଇଛି। ଏଠାରେ ୮ ହଜାର ୩୨୫ ଜଣ କର୍ମଚାରୀ କାର୍ଯ୍ୟ କରନ୍ତି। ତେବେ ୪ହଜାର ୭୭୫ ଜଣ କର୍ମଚାରୀଙ୍କୁ ନେଇ ଭୋଟ ହୋଇଥିବା ବେଳେ ସପକ୍ଷରେ ୨ହଜାର […]

ଦେଶ ବିଦେଶ ମନୋରଞ୍ଜନ

ପତ୍ନୀଙ୍କୁ ଛାଡପତ୍ର ଦେବେ ମହାଭାରତର ଯୁଧିଷ୍ଠିର, ୪ବର୍ଷ ହେଲା ରହୁଛନ୍ତି ଅଲଗା

ନୂଆଦିଲ୍ଳୀ ୦୩।୦୪ : ଟେଲି ଧାରାବାହିକ ଲୋକପ୍ରିୟ ସିରିଏଲ ମହାଭାରତରେ ଯୁଧିଷ୍ଠିର ଭୂମିକାରେ ନଜର ଆସିଥିଲେ ରୋହିତ ଭରଦ୍ୱାଜ। ଏହି ଚରିତ୍ର ପାଇଁ ସେ ବେଶ୍‌ ଲୋକପ୍ରିୟ ମଧ୍ୟ ହୋଇଥିଲେ। ଏବେ ରୋହିତ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁଲାସା କରିଛନ୍ତି। ଗତ କିଛିଦିନ ହେଲାଣି ରୋହିତଙ୍କୁ ଛୋଟ ପରଦାରେ ଦେଖିବାକୁ ମିଳୁନାହିଁ। ଯାହାର କାରଣ ଏବେ ଜଣାପଡିଛି। ଅଭିନେତା ରୋହିତ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଚିନ୍ତିତ ଅଛନ୍ତି, ଯାହାର ପ୍ରଭାବ ତାଙ୍କ ବୃତ୍ତିଗତ […]

ଧର୍ମ ରାଜ୍ୟ

ଆସନ୍ତା ୮ରୁ ନବମ ଅନୁଗୁଳ ମହୋତ୍ସବ, ଆରମ୍ଭ ହୋଇଛି ମଶାଲ ଶୋଭାଯାତ୍ରା

ଅନୁଗୁଳ ୦୩।୦୪: ଆସନ୍ତା ୮ତାରିଖରୁ ଆରମ୍ଭ ହେବ ଅନୁଗୁଳ ମହୋତ୍ସବ । ନବମ ଅନୁଗୁଳ ଜିଲ୍ଲା ମହୋତ୍ସବ ପାଇଁ ଆରମ୍ଭ ହୋଇଛି ମଶାଲ ଶୋଭାଯାତ୍ରା । ଏହି ମଶାଲ ଶୋଭାଯାତ୍ରା ଆଠମଲ୍ଲିକର ବିନିକେଇ, ସାତକୋଶିଆ ଟିକରପଡା ଥିବା ଶିବମନ୍ଦିର, ପାଲଲହଡାର ଖୁଲୁଡି ଏବଂ ଛେଣ୍ଡିପଦାରୁ ବାହାରି ତାଳଚେର ହିଙ୍ଗୁଳା ମନ୍ଦିରରେ ପହଁଚିଛି। ବାଟରେ ମଶାଲ ଶୋଭାଯାତ୍ରାରେ ଶହ ଶହ ଲୋକ ମଶାଲକୁ ବନ୍ଦାପନା କରିଥିଲେ। ତେବେ ଏହି ମଶାଲ ଗୁଡିକୁ ମା ହିଙ୍ଗୁଳାଙ୍କ ଠାରେ ପୂଜାର୍ଚ୍ଚନା କରାଯାଇ […]

ଦେଶ ବିଦେଶ ମନୋରଞ୍ଜନ

କାହିଁକି ପାଳନ କରାଯାଏ ପବିତ୍ର ରମଜାନ୍‌ ମାସ ? ଜାଣନ୍ତୁ ୩ଟି ଅଶରାର ମହତ୍ତ୍ବ…

ନୂଆଦିଲ୍ଳୀ ୦୩।୦୪: ରମଜାନ ହେଉଛି ଦୟା , ସାହାଯ୍ୟ ଏବଂ ଆଶୀର୍ବାଦ ମାସ । ପବିତ୍ର ରମଜାନ ମାସ ୧୩ ଏପ୍ରିଲରୁ ଆରମ୍ଭ ହୋଇ ୧୨ ମଇରେ ଚନ୍ଦ୍ର ସହ ଶେଷ ହେବ । ଏହି ୩୦ ଦିନରେ, ମୁସଲିମ୍‌ ସମ୍ପ୍ରଦାୟର ବ୍ୟକ୍ତମାନେ ଆହ୍ଲାଙ୍କୁ ଉପାସନା କରନ୍ତି ଏବଂ ଉପବାସ ରଖନ୍ତି । ଇସଲାମରେ ବିଶ୍ବାସ କରାଯାଏ ରମଜାନକୁ ୩ ଭାଗରେ ବିଭକ୍ତ କରାଯାଇଛି, ଯାହା ଆରବୀ ଭାଷାରେ ଅର୍ଥାତ୍‌ ଦଶମ ସଂଖ୍ୟା ଅଟେ । ଏହି […]

ଦେଶ ବିଦେଶ ମନୋରଞ୍ଜନ

ଗୁଜବକୁ ନେଇ ମୁହଁ ଖୋଲିଲେ ଆଲିଆ ଭଟ୍ଟ, କହିଲେ-କାହିଁକି ହଟାଇଥିଲେ ‘RRR’ର ପୋଷ୍ଟର

ମୁମ୍ବାଇ ୦୨।୦୪ : ନିକଟରେ ଚୁଲବୁଲି ଅଭିନେତ୍ରୀ ଆଲିଆ ରାଗିପାଚି ଲାଲ ହୋଇଯାଇଥିଲେ । ସୋସିଆଲ ମିଡିଆ ୟୁଜର୍ସଙ୍କୁ ଭଲସେ ଜବାବ୍‌ ଦେଇଛନ୍ତି। ରାଗିକି କହିଲେ କିଛି ନ ଜାଣି ନିଜ ଅନୁମାନକୁ ଅନ୍ୟ ଉପରେ କହିବା ଠିକ୍‌ ନୁହେଁ। ଇନଷ୍ଟାଗ୍ରାମରେ ଆଲିଆଙ୍କ ଏହି ପୋଷ୍ଟ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଫିଲ୍ମ ଆର.ଆର.ଆର’ ବ୍ଲକବଷ୍ଟର ହୋଇଥିବା ବେଳେ କମ୍‌ ସ୍କ୍ରିନ୍‌ ସ୍ପେଶକୁ ନେଇ ଖୁସି ନ ଥିଲେ ଆଲିଆ। ଏହି ଫିଲ୍ମରେ ଆଲିଆଙ୍କର କେବଳ […]