ଚିନ୍ତା ବଢାଇବ କରୋନା, ଦାବି କଲା WHO: Omicron BA.2 ଠାରୁ ନୂଆ ଭାରିଆଣ୍ଟ ୧୦ ଗୁଣ ଅଧିକ ସଂକ୍ରାମକ
ନୂଆଦିଲ୍ଲୀ ୦୨/ ୦୪: କରୋନା ଭୂତାଣୁର ଏକ ନୂଆ ମ୍ୟୁଟାଣ୍ଟ ଭାରିଆଣ୍ଟ XE । ଯାହାକି ଓମିକ୍ରନ୍ ର ସବଭାରିଆଣ୍ଟ BA.2 ଅପେକ୍ଷା ପ୍ରାୟ ୧୦ଗୁଣ ଅଧିକ ସଂକ୍ରାମକ ହୋଇପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏ ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି । XE ହେଉଛି ଦୁଇଟି ସବ୍ଲିନେଜ୍ BA.1 ଏବଂ Omicron ର BA.2 ର ଏକ ରକମ୍ବିନାଣ୍ଟ ଷ୍ଟ୍ରେନ୍ । WHO ଏହାର ସଦ୍ୟତମ ରିପୋର୍ଟରେ କହିଛି ଯେ ଯଦି ଏହାର […]