ରାଜସ୍ଥାନ ରୟାଲ୍ସକୁ ଝଟକା, ଆଇପିଏଲ ୨୦୨୨ରୁ ବାଦ୍ ପଡିଲେ ଏହି ଷ୍ଟାର ବୋଲର
ନୂଆଦିଲ୍ଲୀ ୦୬।୦୪: ରାଜସ୍ଥାନ ରୟାଲ୍ସକୁ ଲାଗିଲା ବଡ ଝଟକା। ଦ୍ରୁତ ବୋଲର ନାଥନ କୁଲଟର ନାଇଲ ଆଇପିଏଲର ୧୫ତମ ସିଜିନରୁ ବାଦ୍ ପଡିଛନ୍ତି। ଆହତ କାରଣରୁ ନାଇଲ ବାକି ମ୍ୟାଚ୍ଗୁଡିକରେ ଖେଳି ପାରିବେ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି। ରାଜସ୍ଥାନ ଏ ପର୍ଯ୍ୟନ୍ତ ତିନୋଟି ମ୍ୟାଚ୍ରୁ ଦୁଇଟି ମ୍ୟାଚ୍ ଜିତିଥିବା ବେଳେ ଗୋଟିଏ ହାରିଛି। ଦଳ କୁଲଟର ନାଇଲଙ୍କ ବଦଳ ଖେଳାଳି ଏ ଯାଏଁ ଘୋଷଣା କରି ନାହିଁ। ରାଜସ୍ଥାନ ଆଇପିଏଲ ମେଗା ନିଲାମ ୨୦୨୨ରେ […]