ଦେଶ ବିଦେଶ ମନୋରଞ୍ଜନ

ଲକ୍‌ଅପ୍‌ ଶୋ’ରେ ମନ୍ଦନା କରୀମୀଙ୍କ ଚାଞ୍ଚଲ୍ୟକର ଖୁଲାସା, କହିଲେ- ଅନେକ ମହିଳାଙ୍କ ସହ ବେଡ ସେୟାର କରିଛନ୍ତି ମୋ ସ୍ବାମୀ…

ନୂଆଦିଲ୍ଳୀ ୦୭।୦୪ : କଙ୍ଗନା ରଣାୱତଙ୍କ ଶୋ ‘ଲକଅପ୍’ ଖୁବ୍ ଚର୍ଚ୍ଚାରେ ରହିଛି । ଦିନକୁ ଦିନ ଏହି ଶୋ ଲୋକପ୍ରିୟ ହେବାରେ ଲାଗିଛି । ଶୋ’ରେ ଭିନ୍ନ କନସେପ୍ଟ ଦର୍ଶକଙ୍କୁ ପସନ୍ଦ ଆସୁଛି। ଏହି ରିଆଲିଟି ଶୋ’ରେ ଏଭଳି କିଛି ବ୍ୟକ୍ତିଙ୍କୁ ନିଆଯାଇଛି, ଯାହାଙ୍କ ନାମ କିଛି ବିବାଦ ସହ ଜଡିତ ରହିଛି। ବିଗ୍‌ବସ୍‌ ପରି ଏଥିରେ ମଧ୍ୟ ନିଜ ନିଜ ମଧ୍ୟରେ ଝଗଡା ଓ ଯୁକ୍ତିତର୍କ ମଧ୍ୟ ଲାଗୁଛି । ପ୍ରତିଦିନ ଖେଳଟି ରୋମାଞ୍ଚକର […]

କଳା ଓ ସଂସ୍କୃତି ରାଜ୍ୟ

ରୁକୁଣା ରଥଯାତ୍ରା : ରଥ ଉପରେ ରହିବେ କମ୍‌ ସେବାୟତ

ପୁରୁଣା ଭୁବନେଶ୍ୱର: ଆସନ୍ତା ୯ତାରିଖରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥାଯାତ୍ରା। ଏଥିପାଇଁ ଆଜି ସ୍ଥାନୀୟ ମା’ କଲ୍ୟାଣ ମଣ୍ଡପରେ ପୁଲିସ କମିସନରଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ କମିସନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଯାତ୍ରାର ସୁରକ୍ଷା ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ରଥ ପ୍ରତିଷ୍ଠା ଦିନ ଠାରୁ ବାହୁଡ଼ାଯାତ୍ରା ପର୍ଯ୍ୟନ୍ତ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଓ ଆଇନ ଶୃଙ୍ଖଳା ସଂପର୍କରେ ଆଲୋଚନା ହୋଇଥିଲା। ରଥ […]

ଦେଶ ବିଦେଶ ମନୋରଞ୍ଜନ

କଏଦୀଙ୍କ ସହ ଖାଦ୍ୟ ଖାଇଲେ ଅଭିଷେକ୍‌ ବଚ୍ଚନ, କହିଲେ କିପରି ଥିଲା ଜେଲ୍‌ରେ ‘ଦଶବୀ’ର ଶୁଟିଂ

ନୂଆଦିଲ୍ଳୀ ୦୭।୦୪ : ବଲିଉଡରେ ଅଭିନେତା ଅଭିଷେକ ବଚ୍ଚନଙ୍କ କ୍ୟାରିୟର ଅନେକ ଉଥନ -ପଥନ ହୋଇଛି। ଏହା ପରେ ମଧ୍ୟ ଅଭିନେତା ତାଙ୍କ କ୍ୟାରିୟରରେ ଏପରି କିଛି ଫିଲ୍ମ କରିଛନ୍ତି। ଯେଉଁଥିପାଇଁ ତାଙ୍କୁ ଖୁବ୍‌ ପ୍ରଶଂସା ମଧ୍ୟ କରାଯାଇଛି। ଖାସ କରି ସେ ଓଟିଟି ପ୍ଲାଟଫର୍ମକୁ ଆସିବା ପରେ ତାଙ୍କ ଅଭିନୟର ଅଧିକ ପ୍ରଶଂସା କରାଯାଉଛି। ବ୍ରିଥ ସିରିଜ୍ ର ଦ୍ଵିତୀୟ ଭାଗରେ ସେ ଭଲ ଅଭିନୟ କରିଛନ୍ତି। ଏବେ ମଧ୍ୟ ତାଙ୍କର ଆଉ ଏକ ଫିଲ୍ମ […]

ଖେଳ ଦେଶ ବିଦେଶ

ଶୋଚନୀୟ ପରାଜୟ ପରେ ରାଗିଗଲେ ହିଟ୍‌ମ୍ୟାନ୍: କ୍ୟାମେରାରେ କହିଲେ ଜୋରରେ କୁହ, ଭିଡିଓ ଭାଇରାଲ୍…

ମୁମ୍ୱାଇ ୦୭/୦୪: ଇଣ୍ଡିୟାନ ପ୍ରିମିୟର ଲିଗର ସବୁଠୁ ସଫଳ ଟିମ୍ କହିଲେ ମୁମ୍ୱାଇ ଇଣ୍ଡିଆନ୍ସକୁ ବୁଝାଏ । କାରଣ ଟିମର ଜବରଦସ୍ତ ଫରଫାରମାସ୍ ପାଇଁ ସେ ସବୁରି ପ୍ରିୟ ଟିମ୍ । ହେଲେ ୨୦୨୨ ସିଜିନରେ ଟିମର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ନରେ ୩ ମ୍ୟାଚ ଖେଳି ତିନୋଟି ଯାକ ମ୍ୟାଚ୍ ହାରିଛି ଟିମ୍ । ତୃତୀୟ ମୁକାବିଲାରେ ଦଳ କେକେଆରଠାରୁ ଶୋଚନୀୟ ପରାଜୟ ବରଣ କରିଛି । କୋଲକାତା ବିପକ୍ଷରେ ହାରିବା […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୦୩୩ କରୋନା ପଜିଟିଭ୍

ନୂଆଦିଲ୍ଲୀ ୦୭/୦୪: କମୁଛି କରୋନା ଗ୍ରାଫ୍। ଦେଶରେ କମୁଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୨ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । […]

ଖେଳ ଦେଶ ବିଦେଶ

‘ଶ୍ରୀଲଙ୍କାକୁ ବଡ ଭାଇ ଭଳି ସାହାଯ୍ୟ କରିଛି ଭାରତ’ : ପ୍ରଶଂସା କଲେ ପୂର୍ବତନ କ୍ରିକେଟର ଜୟସୂରିୟା

ମୁମ୍ବାଇ,୦୭/୦୪: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଭୟଙ୍କର । ସେଠାକାର ଜନତାଙ୍କୁ ସାଧାରଣ ସାମଗ୍ରୀ ମଧ୍ୟ ମିଳୁନି । ଲୋକେ ଆନ୍ଦୋଳନ କରୁଛନ୍ତି । ଏହାମଧ୍ୟରେ ଭାରତ ଶ୍ରୀଲଙ୍କାକୁ ବଢାଇଛି ସାହାଯ୍ୟର ହାତ । ଚାଉଳି, ଡିଜେଲ ଆଦି ଶ୍ରୀଲଙ୍କାକୁ ପଠାଉଛନ୍ତି ଭାରତ ସରକାର । ଯାହାକୁ ପ୍ରଶଂସା କରିଛନ୍ତି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍ ସନତ ଜୟସୂରିୟା । ଭାରତକୁ ସେ ବଡ ଭାଇ ବୋଲି କହିଛନ୍ତି । ସନତ କହିଛନ୍ତି ଯେ, ସର୍ବଦା ଭାରତ ଶ୍ରୀଲଙ୍କାର ଏକ […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟର ୧୧ଟି ଜିଲ୍ଲାରୁ ୨୮ କରୋନା ପଜିଟିଭ ଚିହ୍ନଟ, ୩ ଜଣ ୧୮ ବର୍ଷରୁ କମ୍ ବର୍ଗର

ଭୁବନେଶ୍ବର: ଗତକାଲି ୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ମାତ୍ର ୧୧ଟି ଜିଲ୍ଲାରୁ ୨୮ ଜଣ କରୋନା ପଜିଟିଭ […]

ଧର୍ମ ରାଜ୍ୟ

ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଠାବ, ଯନ୍ତାଳ ପୂଜା ପରେ ମଧ୍ୟରାତ୍ରରେ ମା’ଙ୍କର ହୋଇଛି ଆବିର୍ଭାବ

ଅନୁଗୁଳ ୦୭।୦୪ : ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଉଭାସ୍ଥଳୀ ମନ୍ଦିରରେ ପଶ୍ଚିମ ପାର୍ଶ୍ଵରେ ଠାବ। ଗଜରା ସିଂ ଷ୍ଟାଡିୟମ ନିକଟରେ ମା ଆବିର୍ଭାବ। ଯନ୍ତାଳ ପୂଜା ପରେ ମଧ୍ୟରାତ୍ରରେ ମା ହୋଇଛନ୍ତି ଆବିର୍ଭାବ । ସେହିପରି ମାଆଙ୍କ ପାଖରେ ଚରାପଥର ଲାଗି ହୋଇଛି। କିନ୍ତୁ ମାଆଙ୍କର ମୁଖ୍ୟ ଯାତ୍ରା ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ । ଏହା ୯ ଦିନ ବ୍ୟାପି ହେବାକୁ ଥିବା ହିଙ୍ଗୁଳା ଯାତ୍ରା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। […]

ଦେଶ ବିଦେଶ ପର୍ଯ୍ୟଟନ

୧୦ ବର୍ଷର ରେକର୍ଡ ଭାଙ୍ଗିଲା: କାଶ୍ମୀରରେ ୧.୮ ଲକ୍ଷ ପର୍ଯ୍ୟଟକ

ଶ୍ରୀନଗର: ଜମ୍ମୁ କାଶ୍ମୀରର ପର୍ଯ୍ୟଟନ ବିଭାଗଠାରୁ ମିଳିଥିବା ତଥ୍ୟ ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ମାସର ପର୍ଯ୍ୟଟକଙ୍କ ସଂଖ୍ୟା କାଶ୍ମୀରର ଗତ ୧୦ ବର୍ଷର ରେକର୍ଡ ଭାଙ୍ଗିଛି। କାଶ୍ମୀରର ପର୍ଯ୍ୟଟନ ନିର୍ଦ୍ଦେଶକ ଜି.ଏନ୍. ଇତୁ କହିଛନ୍ତି ଯେ କାଶ୍ମୀରରେ ବିଭିନ୍ନ ଋତୁର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରାଯାଉଥବା ବେଳେ ଏହା ପ୍ରଥମ ଥର ବସନ୍ତ ଋତୁ ପାଇଁ ପ୍ରୋତ୍ସାହିତ କରିଛି। ତଥ୍ୟ ଅନୁସାରେ ଗତ ଜାନୁଆରି ଏବଂ ଫେବୃଆରି ମାସରେ ପ୍ରାୟ ୧,୬୨,୬୬୪ ଜଣ ଭାରତୀୟ ଏବଂ ୪୯୦ […]

ଖେଳ ଦେଶ ବିଦେଶ

ହକି ଇଣ୍ଡିଆ ପାଣ୍ଠି ହଡ଼ପ ଅଭିଯୋଗ, ସିିବିଆଇ ଜାଲରେ ବାତ୍ରା

ନୂଆଦିଲ୍ଲୀ: ହକି ଇଣ୍ଡିଆର ପୂର୍ବତନ ସଭାପତି, ଭାରତୀୟ ଅଲିମ୍ପିକ୍ସ ସଂଘର ମୁଖ୍ୟ ତଥା ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ନରିନ୍ଦର ବାତ୍ରା ସିବିଆଇ ଜାଲରେ ଛନ୍ଦି ହୋଇଛନ୍ତି। ହକି ଇଣ୍ଡିଆରେ ହୋଇଥିବା ୩୫ ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତା ମାମଲାରେ ସିବିଆଇ ବୁଧବାର ତାଙ୍କ ସହ ଅନ୍ୟ କେତେକ ଅଜ୍ଞାତ ଅଧିକାରୀଙ୍କ ବିରୋଧରେ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଛି। ଖୁବ୍‌ଶୀଘ୍ର ବାତ୍ରାଙ୍କୁ ଏହି ମାମଲାରେ ଜେରା ପାଇଁ ଡକାଯିବ ବୋଲି ସିବିଆଇର ଜଣେ ବରିଷ୍ଠ […]