STF ପଞ୍ଝାରେ ବାଘ ଛାଲ ବେପାରି, ଟିକରପଡା-ସଇଁତଳା ରାସ୍ତା ନିକଟରୁ ବାଘ ଛାଲ ଜବତ
ଭୁବନେଶ୍ୱର ୦୬/୦୫ : STF କୁ ସଫଳତା । STF ପଞ୍ଝାରେ ଧରାପଡିଛି ବାଘ ଛାଲ ବେପାରି । ଗୋଟିଏ କଲରାପତରିଆ ବାଘ ଛାଲ ଜବତ ହୋଇଛି । ବଲାଙ୍ଗିର ଜିଲ୍ଲା ଟିକରପଡା-ସଇଁତଳା ରାସ୍ତା ନିକଟରୁ ଜବତ ହୋଇଛି ବାଘ ଛାଲ । ଗିରଫ ବ୍ୟକ୍ତି ଜଣଙ୍କ ଟିକରପଡା ଅଞ୍ଚଳର ଆଦିକନ୍ଦ ଘିୱାଲା । ଗତକାଲି ବଲାଙ୍ଗିର ଜଙ୍ଗଲରୁ ୬ ହାତୀ ଦାନ୍ତ ଜବତ କରିଥିଲା STF । ଗତ ୨୦୨୦ରୁ ଆଜି ପର୍ଯ୍ୟନ୍ତ ୨୮ଟି ବାଘ […]