ପାରାଦୀପ ଜିରୋ ପଏଣ୍ଟ ନିକଟରୁ ୫୫ କୁଇଣ୍ଟାଲ ଚୋରା କୋଇଲା ସହ ଟ୍ରକ ଜବତ, ଦୁଇ ଗିରଫ
ପାରାଦୀପ, ୧୫/୦୫: ପାରାଦୀପ ଜିରୋ ପଏଣ୍ଟ ନିକଟରୁ ଚୋରା କୋଇଲା ଜବତ। ଚୋରା କୋଇଲାକୁ ଜବତ କଲା ଅଭୟ ଚାନ୍ଦପୁର ପୋଲିସ । ସୂଚନା ମୁତାବକ ଗତକାଲି ରାତିରେ OD-21H-4031 ନମ୍ୱର ଥିବା ଏକ ଟ୍ରକ ଯୋଗେ ପ୍ରାୟ ୧୬୦ଟି ଜରି ପ୍ୟାକେଟରେ ପ୍ରାୟ ୫୫ କୁଇଣ୍ଟାଲ ଚୋରା କୋଇଲା ଯାଉଥିବାର ଖବର ପାଇ ଅଭୟଚାନ୍ଦପୁର ପୋଲିସ ଚଢାଉ କରିଥିବା ବେଳେ ଡ୍ରାଇଭର ସମେତ ଚୋରା କୋଇଲା ଚାଲାଣରେ ଲିପ୍ତ ଥିବା ସୁକାନ୍ତ ପରିଡାକୁ ଗିରଫ କରିଥିଲା […]