ଅଭିନବ ପ୍ରୟାସ: ସାବାଳକ ହୋଇ ବାହାହେଲେ, ୨୦ ହଜାର ପାଇଲେ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଚନ୍ଦ୍ରଗିରି : ଗଜପତି ଜିଲ୍ଲା ମୋହନା ବ୍ଲକ୍ରେ ଆଦିବାସୀଙ୍କ ଭିତରେ ବିରାଟ ପରିବର୍ତ୍ତନ ଆଣିପାରିଛି ଏକ ଯୋଜନା। ଏଥିସହିତ, ବାଲ୍ୟବିବାହକୁ ରୋକିପାରିଛି। ଏହି ଯୋଜନା ହେଉଛି, ବାଲ୍ୟବିବାହକୁ ନା କରୁଥିବା ପିଲାଙ୍କୁ ସାବାଳକ ହେଲାପରେ ୨୦ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ। […]









