Subscribe to Updates

    Get the latest creative news from FooBar about art, design and business.

    What's Hot

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023
    Facebook Twitter Instagram
    Trending
    • ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍
    • ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌
    • ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ
    • ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ
    • ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି: ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡକୁ ଚିଠି
    • ଶିକାରୀଙ୍କ ପଞ୍ଝାରେ ବନ୍ୟଜନ୍ତୁ, ଓଡ଼ିଶା ଜଙ୍ଗଲରୁ ଶେଷ କରିଦେବେ ବାଘ
    • ଅର୍ଥାଭାବରୁ ଅସହାୟ ବାପା: ଲୁହା ଶିକୁଳିରେ ବନ୍ଦୀ ଦିବ୍ୟାଙ୍ଗ ପୁଅ
    • ମହିଳାଙ୍କୁ ନେଇ ଚାଲିଛି ବ୍ରାଉନ୍‌ସୁଗାର କାରବାର
    Friday, May 26
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ଦେଶ ବିଦେଶ»ଇନ୍ଦୋର୍‌ ମହାଦେବ ମନ୍ଦିର ଅଘଟଣ: ମୃତ୍ୟୁସଂଖ୍ୟା ୩୫କୁ ବୃଦ୍ଧି
    ଦେଶ ବିଦେଶ

    ଇନ୍ଦୋର୍‌ ମହାଦେବ ମନ୍ଦିର ଅଘଟଣ: ମୃତ୍ୟୁସଂଖ୍ୟା ୩୫କୁ ବୃଦ୍ଧି

    NewsLaxmi7By NewsLaxmi7March 31, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

    ଇନ୍ଦୋର୍‌: ମଧ୍ୟପ୍ରଦେଶର ଇନ୍ଦୋର୍‌ସ୍ଥିତ ବେଲେଶ୍ବର ମହାଦେବ ଝୁଲେଲା ମନ୍ଦିର ପ୍ରାଙ୍ଗଣରେ ଥିବା ବାମ୍ଫିକୂଅରୁ ଏପର୍ଯ୍ୟନ୍ତ ୩୫ଜଣ ଶବ ଉଦ୍ଧାର କରାଯାଇଥିବା ଇନ୍ଦୋର୍‌ ଜିଲ୍ଲାପାଳ କହିଛନ୍ତି।

    ସୂଚନାଯୋଗ୍ୟ, ଗୁରୁବାର ସକାଳେ ରାମ ନବମୀ ଅବସରରେ ବେଲେଶ୍ବର ମହାଦେବ ଝୁଲେଲା ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା ପାଇଁ ପ୍ରବଳ ଜନଗହଳି ହୋଇଥିଲା। ସେଠାରେ ଥିବା ଗୋଟାଏ ବାମ୍ଫିକୂଅ (ବଡ଼କୂଅ) ଉପରେ ପଡ଼ିଥିବା ‘ଲୁହାଛଡ଼ଦିଆ କଂକ୍ରିଟ୍‌ ସ୍ଲାବ୍‌’ ଉପରେ ମଧ୍ୟ ଲୋକେ ଠିଆହୋଇଥିଲେ। କିନ୍ତୁ, ଉକ୍ତ ସ୍ଲାବ୍‌ଟି ଲୋକଙ୍କ ଓଜନ ସମ୍ଭାଳି ନ ପାରି ଦବି ଯାଇ ଭୁଶୁଡ଼ି ପଡ଼ିବାରୁ କିଛି ଲୋକ କୂଅ ମଧ୍ୟକୁ ଖସିପଡ଼ିଥିଲେ।

    ଇନ୍ଦୋର୍‌ ଜିଲ୍ଲାପାଳ ଇଲୟାରାଜା ଟି. କହିଛନ୍ତି, ସମୁଦାୟ ୩୫ଜଣ ଲୋକଙ୍କର ମୃତ୍ୟୁ ଘଟିଛି, ଜଣେ ନିଖୋଜ ଅଛନ୍ତି ଏବଂ ୧୪ଜଣଙ୍କୁ ଉଦ୍ଧାର କରାଯାଇଛି। ଚିକିତ୍ସିତ ହୋଇ ୨ଜଣ ବ୍ୟକ୍ତି ଘରକୁ ଫେରିଯାଇଛନ୍ତି। ନିଖୋଜ ବ୍ୟକ୍ତିଜଣଙ୍କୁ ଠାବ କରିବା ଲାଗି ଅନୁସନ୍ଧାନ ଚାଲିଛି।

    Image Courtesy of The New Indian Express

    ଗୁରୁବାର ଅପରାହ୍ଣ ୧୨.୩୦ରେ ଆରମ୍ଭ ହୋଇଥିବା ଏହି ଉଦ୍ଧାର ଅଭିଯାନ ୧୮ ଘଣ୍ଟା ହେବ ଚାଲିଛି ବୋଲି ସେ କହିଛନ୍ତି।

    ଇ‌ନ୍ଦୋର୍‌ର ସର୍ବପୁରାତନ ଆବାସିକ କଲୋନିମାନଙ୍କ ମଧ୍ୟରୁ ଅନ୍ୟତମ ସ୍ନେହ ନଗରରେ ଅବସ୍ଥିତ ଉକ୍ତ ମହାଦେବ ମନ୍ଦିର ଏକ ଘରୋଇ ଟ୍ରଷ୍ଟ୍‌ଦ୍ବାରା ପରିଚାଳିତ। ରାମ ନବମୀ ଉପଲକ୍ଷେ, ମନ୍ଦିର ପ୍ରାଙ୍ଗଣରେ ଥିବା ବାମ୍ଫିକୂଅ ଉପରେ ପଡ଼ିଥିବା କଂକ୍ରିଟ୍‌ ସ୍ଲାବ୍‌ ଉପରେ ଯଜ୍ଞ ଚାଲିଥିଲା। କିନ୍ତୁ, ସେ ‘ସ୍ଲାବ୍‌’ଟି ୩୦/୪୦ଜଣ ଲୋକଙ୍କ ଭାର ସମ୍ଭାଳିବା ଭଳି ଦୃଢ଼ ନ ଥିବାରୁ ଦବିଯାଇ ଭୁଶୁଡ଼ି ପଡ଼ିଲା ଏବଂ ତା’ଉପରେ ସମବେତ ହୋଇଥିବା ଲୋକମାନେ ୪୦ ଫୁଟ୍‌ ଗଭୀର ବାମ୍ଫିକୂଅ ମଧ୍ୟକୁ ପଡ଼ିଯାଇଥିଲେ।

    ଉଦ୍ଧାର କାର୍ଯ୍ୟରେ ‘ଏନ୍‌ଡିଆର୍‌ଏଫ୍‌’ ଓ ‘ଏସ୍‌ଡିଆର୍‌ଏଫ୍‌’ ଟିମ୍‌ଙ୍କୁ ନିୟୋଜିତ କରାଯାଇଛି।

    ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

    argus barun gandhi breaking news featured interview kanak news khola katha latest news latest orissa news latest update news fues news in odia news today news7 newslaxmi7 odia news odisha famous people odisha khabar odisha latest odisha latest news odisha political news odisha9 orissa latest orissa political news otv otv live political update politices politics in odisha rahul gandhi sonia gandhi speech today news
    Share. Facebook Twitter LinkedIn WhatsApp Email
    Previous Articleଛେଣ୍ଡିପଦା କୋଇଲା ଖଣି ନିଲାମ
    Next Article ରାମନବମୀ ଯାତ୍ରା ଦେଖି ଫେରୁଥିବାବେଳେ ଅଘଟଣ: ଗଛକୁ ପିଟିହେଲା ବାଇକ୍, ୩ ମୃତ
    NewsLaxmi7
    • Website

    Related Posts

    ଶ୍ରୀନଗରରେ ଲଣ୍ଡନ୍‌ର ‘ୱାକିଙ୍ଗ୍‌ ମାର୍କେଟ୍‌’ ସଦୃଶ ‘ପୋଲୋଭ୍ୟୁ ମାର୍କେଟ୍‌’ ଉଦ୍‌ଘାଟନ କଲେ ଉପରାଜ୍ୟପାଳ ମନୋଜ ସିହ୍ନା

    May 13, 2023

    ‌‘ଦି କେରଳ ଷ୍ଟୋରି’ ପ୍ରଦର୍ଶନ ଉପରେ କଟକଣା ମାମଲା: ପଶ୍ଚିମବଙ୍ଗ, ତାମିଲନାଡ଼ୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

    May 13, 2023

    ଇଭିଏମ୍‌ର ପୁନଃବ୍ୟବହାର ନେଇ କଂଗ୍ରେସର ଦାବିକୁ ଇସିଙ୍କ ଖଣ୍ଡନ

    May 13, 2023

    ଅନଲାଇନରେ ସିଟ୍‌ ବେଲ୍‌ଟ ଆଲାର୍ମ ଷ୍ଟପର କ୍ଲିପ୍‌ ବିକ୍ରି ଉପରେ ରୋକ୍‌

    May 13, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ରାଜ୍ୟ

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ। ଏଥିଲାଗି କ୍ରାଇମବ୍ରାଞ୍ଚ ଟିମ୍…

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଇଚ୍ଛାମୃତ୍ୟୁ ମାଗିଲେ ଦ୍ୱାଦଶ ଶ୍ରେଣୀ ଛାତ୍ର, ଗ୍ଲୋକାଲ ମେଡିକାଲ କଲେଜ ବିରୋଧରେ ଆଣିଲେ ଗୁରୁତର ଅଭିଯୋଗ

    February 2, 2022

    ରାମଚନ୍ଦ୍ରପୁର ଗାଁରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟଣା : ବାପାଙ୍କ ପରେ ଏବେ ପୁଅର ବି ଚାଲିଗଲା ଜୀବନ

    July 29, 2022

    ସୋମବାରରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ

    February 27, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.