ଚୁଲ୍ବୁଲି ରଚନାଙ୍କ ସ୍ୱାଗ୍ ବାଲା ଡ୍ୟାନ୍ସ, ଫ୍ୟାନ୍ସ କହିଲେ- ଦିଦି ତୁମେ ଓଡିଶା ଫେରିଆସ…
କୋଲକାତା ୧୫।୦୮: ରଚନା ବାନାର୍ଜୀ । ଏଇ ନାଁଟି କିଏ ବା ନଜାଣେ । ଓଡିଆ ସିନେ ଇଣ୍ଟଷ୍ଟ୍ରିରେ ଦିନେ ଦର୍ଶକଙ୍କ ହୃଦୟ ରାଜ କରୁଥିଲେ ଏହି ଚୁଲ୍ବୁଲି ଅଭିନେତ୍ରୀ । କିନ୍ତୁ ଆଜିକା ଦିନରେ ଏହି ନାଁ ଟି ଆଉ ଓଡିଆ ଇଣ୍ଡଷ୍ଟ୍ରିରେ ଶୁଣିବାକୁ ମିଳୁନାହିଁ । ବରଂ ବଙ୍ଗଳା ଟେଲି ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାଁଟି ବେଶ୍ ସାଉଁଟୁଛି । ତେବେ ଏକଦା ଓଡିଆ ଫିଲ୍ମରୁ ଦୂରେଇ ଯାଇଥିବା ରଚନା ଏବେ ବଙ୍ଗଳା ଇଣ୍ଡଷ୍ଟ୍ରିରେ […]