‘ଭାରତ-ପାକିସ୍ତାନ ମ୍ୟାଚ୍ କେବଳ ଗୋଟିଏ…’ : ଏସିଆ କପକୁ ନେଇ ବଡ ବୟାନ ଦେଲେ ଗାଙ୍ଗୁଲି
ନୂଆଦିଲ୍ଲୀ, ୧୬|୦୮: ଅଗଷ୍ଟ ୨୮ରେ ଭାରତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ଭେଟିବ । ପାକିସ୍ତାନ ବିପକ୍ଷରେ ହିଁ ଭାରତ ନିଜର ଅଭିଯାନ ଆରମ୍ଭ କରିବ । ଏହି ମୁକାବିଲା ପାଇଁ ଉଭୟ ଖେଳାଳି ଓ ପ୍ରଶଂସକ ଖୁବ୍ ଉତ୍ସାହିତ ଅଛନ୍ତି । ଏବେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ବଡ ବୟାନ ଦେଇଛନ୍ତି । ଗାଙ୍ଗୁଲି କହିଛନ୍ତି ଯେ, ଉଭୟ ଦେଶ ମଧ୍ୟରେ ଖେଳକୁ କେବଳ ଏକ ମ୍ୟାଚ୍ ଭାବେ ଦେଖିବା […]
