ଟ୍ରକ୍ ଧକ୍କାରେ ଶ୍ରମିକ ମୃତ, କ୍ଷତିପୂରଣ ଦାବି କଲେ ପରିବାର ଲୋକ
ଆଠମଲ୍ଲିକ ୧୭।୮: ଟ୍ରକ୍ ଧକ୍କାରେ ଶ୍ରମିକ ମୃତ । କ୍ଷତିପୂରଣ ଦାବି ନେଇ ଆଠମଲ୍ଲିକ ଥାନାରେ ଜଣାଇଲେ ପରିବାର ଲୋକ । ଆଠମଲ୍ଲିକ ଏନଏସି ୧୧ ନମ୍ବର ୱାର୍ଡ ବାସିନ୍ଦା ରବି ମହାକୁଡ଼ ମାଧପୁର ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ନିକଟରେ ଶ୍ରମିକ ହିସାବରେ କାମ କରୁଥିଲେ । ସେ ବ୍ୟବସାୟୀଙ୍କ ଟ୍ରକ୍ରେ ଧାନ ଆଣିବା ପାଇଁ ଦୁଢୁମ ଗ୍ରାମକୁ ଯାଇଥିଲେ । ଗ୍ରାମରେ ଛିଡା ହୋଇଥିବା ସମୟରେ ସେ ଯାଇଥିବା ଟ୍ରକ୍ଟି ପଛକୁ ବ୍ୟାକ୍ କରୁଥିବା ସମୟରେ […]