ପୂର୍ବଶତ୍ରୁତାରୁ ହତ୍ୟାକାଣ୍ଡ, ସଂଘବଦ୍ଧ ଆକ୍ରମଣରେ ବୈଦ୍ୟନାଥ ମୃତ
ସମ୍ବଲପୁର ୧୨।୦୯ : ବୁର୍ଲା ସହରରେ ହତ୍ୟାକାଣ୍ଡ । ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା ଅଭିଯୋଗ । ମୃତକ ଜଣକ ହେଲେ ପିଡବ୍ଲୁଡି କଲୋନୀ ସ୍ଥିତ ଶକ୍ତିନଗରର ବୈଦ୍ୟନାଥ ଶର୍ମା । ଖବର ଅନୁଯାୟୀ, ବିଳମ୍ବିତ ରାତ୍ରିରେ ବୈଦନାଥ ଘର ସମ୍ମୁଖରେ ଛିଡା ହୋଇଥିବାବେଳେ ୬ଜଣ ଦୁବୃତ୍ତ ଆସି ଅସାଦଚରଣ ପ୍ରଦର୍ଶନ କରିଥିଲେ । ଏହାକୁ ବିରୋଧ କରିବାରୁ ମାରଣାସ୍ତ୍ରରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର ମାରିଥିଲେ । ତେବେ ପରିବାର ଲୋକେ ବୈଦନାଥଙ୍କୁ ଭୀମସାରରେ […]