କଟକରୁ ନକଲି ମେଡିସିନ୍ ଜବତ ଘଟଣା, ଦୁଇ ହୋଲ୍ସେଲ୍ର ଗିରଫ
କଟକ ୧୨।୦୯ : ରାଜ୍ୟରେ ନକଲି ମେଡିସିନ୍ କାରବାର ମାମଲା । ଗିରଫ ହେଲେ କଟକର ଦୁଇ ମେଡିସିନ୍ ହୋଲସେଲର । ଦୁଇ ଅଭିଯୁକ୍ତଙ୍କୁ ଡ୍ରଗ୍ସ ଗୋଦାମକୁ ଆଣି ତଦନ୍ତ କରୁଛି ପୁରୀ ଘାଟ ଥାନା ପୋଲିସ । ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେଦିଗ ନେଇ ଚାଲିଛି ଖୋଲତାଡ଼ । ଖବର ଅନୁଯାୟୀ, କିଛି ଦିନ ତଳେ କଟକର ବିଭିନ୍ନ ସ୍ଥାନରେ ନକଲି ମେଡିସିନ୍ କାରବାର ନେଇ ସୂଚନା ପାଇଥିଲା ଡ୍ରଗ […]