BCCIର ଏହି ନିଷ୍ପତ୍ତିକୁ ପ୍ରଶଂସା କଲେ ଶାହାରୁଖ, କହିଲେ-ଖେଳରେ ସମସ୍ତ ସମାନ
ମୁମ୍ଵାଇ ୨୮।୧୦୩: ବିସିସିଆଇ ସଚିବ ତଥା ସେକ୍ରେଟେରି ଜୟ ଶାହା ନିକଟରେ ବଡ ଘୋଷଣା କରିଛନ୍ତି । କ୍ରିକେଟ୍ ବୋର୍ଡ ନିଷ୍ପତ୍ତି ନେଇଛି ଯେ ମହିଳା କ୍ରିକେଟ୍ ଦଳର ଖେଳାଳିମାନେ ପୁରୁଷ କ୍ରିକେଟରଙ୍କ ପରି ସମାନ ଫି ପାଇବେ। ବିସିସିଆଇର ଏହି ନିଷ୍ପତ୍ତିରେ ସମସ୍ତେ ବହୁତ ଖୁସି ଅଛନ୍ତି । ଏହି ନିଷ୍ପତ୍ତିକୁ ନେଇ ସୋସିଆଲ୍ ମିଡିଆରେ ଖୁବ୍ ପ୍ରଶଂସା କରାଯାଉଛି । ବର୍ତ୍ତମାନ ଏହା ଉପରେ ଶାହାରୁଖ ମଧ୍ୟ ଏକ ପୋଷ୍ଟ ସେୟାର କରିଛନ୍ତି । […]