ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ପରିବାର ଆଣିଲେ ହତ୍ୟା ଅଭିଯୋଗ
ସୋର ୨୮।୧୦ : ଗଛରେ ଝୁଲୁଛି ମୃତଦେହ । ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ପଞ୍ଚାୟତ ଗଣ୍ଡତରା ଗାଁରେ ଘଟିଛି ଏପରି ଘଟଣା । ମୃତକ ଗାଁର ସୁଦାମ ମହାକୁଡ଼ଙ୍କ ପୁଅ ମାନସଙ୍କର ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ମାନସ ହାଇଦ୍ରାବାଦ୍ରେ କାମ କରୁଥିଲେ । ଗତ ମାସ ହାଇଦ୍ରବାଦ୍ରେ ଜଣେ ସାଙ୍ଗର ହତ୍ୟା ହୋଇଥିଲା , ପରେ ତାଙ୍କ ମୃତଦେହ ନେଇ ମାନସ […]

