ସୂର୍ଯ୍ୟୋପରାଗରେ ବିରିୟାନି ଖାଇବା ମାମଲା: ଅଭିଯୋଗକାରୀ, ହେତୁବାଦୀଙ୍କ ହେବ ବୟାନ ରେକର୍ଡ
ପୁରୀ : ସୂର୍ଯ୍ୟୋପରାଗରେ ଓଡ଼ିଶା ହେତୁବାଦୀ ସମାଜ ବିରିୟାନି ଖାଇବା ଓ ବିରିୟାନି ଅନ୍ୟମାନଙ୍କୁ ଖାଇବାକୁ ଦେବା ଘଟଣାକୁ ନେଇ ଓଡ଼ିଶା ବ୍ରାହ୍ମଣ ସମାଜ ଓ ଅଖିଳ ଭାରତ ହିନ୍ଦୁ ମହାସଭା ସିଂହଦ୍ବାର ଥାନା ଓ ଟାଉନ୍ ଥାନାରେ ହେତୁବାଦୀ ସମାଜର ବିଭିନ୍ନ କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ଅଭିଯୋଗ ଆଧାରରେ ଷ୍ଟେସନ୍ ଡାଏରୀ(ଜିଡି) କରିଛି। ଯେହେତୁ ମାମଲା ଭୁବନେଶ୍ବରର, ଦୁଇ ମାମଲାକୁ ସଂପୃକ୍ତ ଅଞ୍ଚଳରେ ଥିବା ଥାନାକୁ ହସ୍ତାନ୍ତର କରିବାକୁ ଯୋଜନା କରୁଛି। […]