ଦୁଇବର୍ଷରେ ଲକ୍ଷେରୁ ଊର୍ଦ୍ଧ୍ବ ଲାଇସେନ୍ସ ବାତିଲ୍; ବିନା ହେଲ୍ମେଟ୍ ଓ ଦ୍ରୁତ ଗତି ପାଇଁ ଅଧିକ ବାତିଲ୍
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ . ଭୁବନେଶ୍ବର, (ହିତେଶ କୁମାର ନାୟକ): ଗତ ୨ ବର୍ଷରେ ପରିବହନ ବିଭାଗ ରାଜ୍ୟରେ ୧ ଲକ୍ଷ ୪୧ ହଜାର ୪୮୨ଜଣଙ୍କ ଲାଇସେନ୍ସ ବାତିଲ୍ କରିଛି। ଯେଉଁମାନଙ୍କ ଲାଇସେନ୍ସ ବାତିଲ୍ ହେଉଛି ସେମାନେ ତିନିମାସ ପର୍ଯ୍ୟନ୍ତ ଗାଡ଼ି ଚଳାଇପାରିବେ ନାହିଁ। ସେମାନଙ୍କୁ […]









