ଆସୁଛନ୍ତି ମା’: ସବୁଠି ବ୍ୟାପକ ପ୍ରସ୍ତୁତି, ପଶ୍ଚିମବଙ୍ଗ କାରିଗରଙ୍କ ଡେରା
ଭଞ୍ଜନଗର : ପାର୍ବଣରେ ଏବେ ଧରାପୃଷ୍ଠକୁ ଆସିବେ ମା’ଦୁର୍ଗତିନାଶିନୀ ଦୁର୍ଗା। ଦଶହରା ପୂଜାକୁ ଆଉ ମାତ୍ର କେଇଟା ଦିନ। ରହିଥିବା ବେଳେ ଲୋକଙ୍କ ମନରେ ଉତ୍ସାହ ଦେଖାଦେଉଛି। ବିଭିନ୍ନ ପୂଜାମଣ୍ଡପ ଗୁଡ଼ିକରେ ଏନେଇ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ମୂର୍ତ୍ତି ନିର୍ମାଣ କାର୍ଯ୍ୟ କେଉଁଠି ଅଧ ମାଟିଆ ହୋଇଛି ତ, କେଉଁଠି ମାଟି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଦିନ ପାଖେଇ ଆସିଥିବାରୁ ମୂର୍ତ୍ତି କାର୍ଯ୍ୟ ଯଥା ସମୟରେ ସାରିବା ପାଇଁ ମୂର୍ତ୍ତିକାରିଗର ନିର୍ମାଣ କାର୍ଯ୍ୟକୁ […]