ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ: ମୃତକଙ୍କ ୨ ସଂପର୍କୀୟ ଥାନାରେ ଅଟକ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଗୁଣୁପୁର: ରାୟଗଡ଼ା ଜିଲ୍ଲା ଚିନାରିଗୁଡ଼ା ଗାଁରେ ହତ୍ୟାକାଣ୍ଡ ଘଟିଥିବାର ଖବର ମିଳିଛି। ଜମିଜମା ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ମୃତକ ହେଲେ ଚିନାରିଗୁଡ଼ା ଗାଁର ଶବର(୫୫)। ଗୁଣପୁର ଆଦର୍ଶ ଥାନା ଅଧୀନସ୍ଥ ନିକଟ ଗ୍ରାମ ଚିନାରିଗୁଡ଼ା ଗ୍ରାମରେ ଜଣେ […]









