ମା’ ହେବେ କାଜଲ୍, ବିବାହର ୧୧ ମାସ ପରେ ଫ୍ୟାନ୍ସଙ୍କୁ ଦେଲେ ଖୁସିଖବର
ମୁମ୍ବାଇ ୧୭/୦୯ : ‘ସିଙ୍ଘମ ଗର୍ଲ’ ଅର୍ଥାତ୍ ଅଭିନେତ୍ରୀ କାଜଲ୍ ଅଗ୍ରୱାଲ ଆଜିକାଲି ସ୍ୱାମୀ ଗୌତମ କିଚଲୁଙ୍କ ସହ ଦାମ୍ପତ୍ୟ ଜୀବନକୁ ଏଞ୍ଜଏ କରୁଛନ୍ତି। କାଜଲ ପ୍ରାୟତଃ ସ୍ୱାମୀ ଗୌତମ କିଚଲୁଙ୍କ ସହ ସୋସିଆଲ ମିଡିଆରେ ବିତାଇଥିବା ସୁନ୍ଦର ମୁହୂର୍ତ୍ତର ଫଟୋ ସେୟାର କରନ୍ତି। ଏଥି ସହିତ, ବିବାହର ୧୧ ମାସ ପରେ, ସୂଚନା ମିଳିଛି ଯେ କାଜଲ ଅଗ୍ରୱାଲ ଗର୍ଭବତୀ ଅଛନ୍ତି। ଯଦିଓ କାଜଲ ଏହି ଖବରକୁ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାଁନ୍ତି, କିନ୍ତୁ କୁହାଯାଉଛି ଯେ […]