‘ମହବତେଂ’ ଅଭିନେତ୍ରୀ ପ୍ରୀତି ଝାଗିଂୟାନୀ ‘ବିଗ୍ବସ୍-୧୫’ ଅଫରକୁ ପ୍ରତ୍ୟାଖାନ୍ କଲେ : କହିଲେ ଏହାର କାରଣ …
ମୁ୍ମ୍ବାଇ ୧୬/୦୯ ଟେଲିଭିଜନ୍ ଦୁନିଆର ଲୋକପ୍ରିୟ ରିୟାଲିଟି ଶୋ’ ବିଗ୍ବସ୍କୁ ନେଇ ଗତ କିଛି ମାସ ହେବ ଖୁବ୍ ଚର୍ଚ୍ଚା ଜୋର ଧରିଛି । ଖୁବଶୀଘ୍ର କଲର୍ସ ଚ୍ୟାନେଲରେ ଏହି ଶୋ” ଆରମ୍ଭ ହେବାକୁ ଥିବା ବେଳେ ଏନେଇ ସମସ୍ତ ପ୍ରତିଯୋଗୀଙ୍କ ନାଁ ପୂର୍ବରୁ ହିଁ ସ୍ଥିର ହୋଇସାରିଛି। ଏହାରି ମଧ୍ୟରେ କରଣ ଜୋହରଙ୍କ ତତ୍ତ୍ୱାବଧାନରେ ଓଟିଟି ପ୍ଲାଟଫର୍ମରେ ବର୍ତ୍ତମାନ ସମୟରେ ଚାଲିଥିବା “ବିଗ ବସ ଓଟିଟି” ସରିବା ପରେ ହିଁ ନୂଆ ଶୋ’ ଆରମ୍ଭ ହେବ […]