ଦେଶରେ ରେକର୍ଡସଂଖ୍ୟକ ଟିକାକରଣ ପରେ ବିରୋଧୀଦଳ ‘ପାର୍ଶ୍ବପ୍ରତିକ୍ରିୟା’ ଭୋଗିବାର ଯଥାର୍ଥତା ଅଛି କି?: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଗୋଟିଏ ଦିନରେ ୨.୫ କୋଟିରୁ ଅଧିକ ଡୋଜ୍ କୋଭିଡ୍ ଟିକା ଦେଇ ଭାରତ ନୂତନ ରେକର୍ଡ ସ୍ଥାପନ କରିବାର ଦିନକ ପରେ ଟିକାର ପାର୍ଶ୍ବପ୍ରତିକ୍ରିୟା ସମ୍ବନ୍ଧରେ ଗୋଆର ଜଣେ ଡାକ୍ତରଙ୍କୁ ଆଜି ସକାଳେ ‘ଭର୍ଚ୍ୟୁଆଲ୍’ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ପଚାରିଛନ୍ତି। ପ୍ରଧାନମନ୍ତ୍ରୀ କହିଲେ, ମୁଁ ବୈଜ୍ଞାନିକ କି, ଡାକ୍ତର ନୁହେଁ। ମାତ୍ର, ଟିକା ନେଉଥିବା ହିତାଧିକାରୀମାନଙ୍କଠାରେ ପାର୍ଶ୍ବପ୍ରତିକ୍ରିୟା ସୃଷ୍ଟି ହେଉଥିବା କଥା ମୁଁ ଶୁଣିଛି। କିନ୍ତୁ, ଭାରତ ଟିକାକରଣରେ ରେକର୍ଡ ହାସଲ କରିବା ପରେ […]