ବିଛା ରାଶିରେ ପ୍ରବେଶ କରିବେ ଶୁକ୍ର, ଏହି ୪ ରାଶିର ବ୍ୟକ୍ତିଙ୍କୁ ମିଳିବ ଲାଭ,ପ୍ରମୋସନ୍ର ରହିବ ସୁଯୋଗ
ନୂଆଦିଲ୍ଲୀ ୨୨/୦୯: ଶୁକ୍ର ଗ୍ରହକୁ ସୁଖ ଏବଂ ସମୃଦ୍ଧିର କାରକ ଭାବରେ ବିବେଚନା କରାଯାଏ। ସେ ତୁଳା ଏବଂ ବୃଷ ରାଶିର ସ୍ୱାମୀ। ଶୁକ୍ରଙ୍କ ରାଶି ପରିବର୍ତ୍ତନ ଅକ୍ଟୋବର ୨ରେ ବିଛା ରାଶିରେ ହେବାକୁ ଯାଉଛି ଏବଂ ୩୦ ଅକ୍ଟୋବର ପର୍ଯ୍ୟନ୍ତ ଏହି ରାଶିରେ ରହିବେ। ଏହା ପରେ ଶୁକ୍ର ଧନୁ ରାଶିରେ ପ୍ରବେଶ କରିବେ। ଶୁକ୍ରଙ୍କ ରାଶି ପରିବର୍ତ୍ତନ ଦ୍ୱାରା ୪ ଟି ରାଶିର ବ୍ୟକ୍ତିଙ୍କୁ ଶୁଭ ହେବାକୁ ଯାଉଛି। ଚାଲନ୍ତୁ ଜାଣିବା ସେହି ରାଶି […]