ସେପ୍ଟେମ୍ବର ୨୩ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ
ମେଷ–ଚଞ୍ଚଳ ସ୍ୱଭାବ ପାଇଁ ବିପଦରେ ପଡି ପାରନ୍ତି । ଥଣ୍ଡା-କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିବେ । କୋମଳ ଭାଷା ପ୍ରୟୋଗ କରି ଶ୍ରୋତାମାନଙ୍କ ମନ କିଣିପାରନ୍ତି । ଶୁଭରଙ୍ଗ ଲାଲ୍ । ଶୁଭଅଙ୍କ ୨ । • ଚାଷୀ-ଚାଷକାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ । • ରୋଗୀ-ଅସୁସ୍ଥ ଅନୁଭବ କରିବେ । • ଛାତ୍ରଛାତ୍ରୀ-ବିଦ୍ୟାରେ ମନ ଦେବେ । • କର୍ମଜୀବି-ଅର୍ଥ ହାନୀ ହେବ । • ବ୍ୟବସାୟୀ-ଅର୍ଥ ହାନୀ ହେବ । • […]