ଅକ୍ଟୋବର ୩ରେ ଜେଇଇ ଆଡଭାନ୍ସଡ୍ ପରୀକ୍ଷା
ଭୁବନେଶ୍ୱର, ଅକ୍ଟୋବର ୩ରେ ହେବ ଜେଇଇ ଆଡଭାନ୍ସଡ୍ ପରୀକ୍ଷା । ଗତକାଲିଠୁ ଏଥିପାଇଁ ପଞ୍ଜୀକରଣ ପକ୍ରିୟା ଶେଷ ହୋଇଛି । ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି ବା ଆଇଆଇଟିରେ ନାମଲେଖିବା ପାଇଁ ଏହି ପରୀକ୍ଷାରେ ଗୁରୁତ୍ବପୂର୍ଣ୍ଣ ଅଟେ। ଏହି ପରୀକ୍ଷାର ର୍ୟାଙ୍କ୍ ହାସଲ କରିବାକୁ ପଡିଥାଏ । ଜେଇଇ ମେନ୍ରେ ଶ୍ରେଷ୍ଠ ୨ ଲକ୍ଷ ୫୦ ହାଜର ଛାତ୍ରଛାତ୍ରୀଙ୍କୁ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଦେବା ଲାଗି ସୁଯୋଗ ମିଳିଥାଏ । ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ପକ୍ଷରୁ ଜେଇଇ ଆଡଭାନ୍ସଡର […]