ଦେଶ ବିଦେଶ ମନୋରଞ୍ଜନ

ଗୋଆରେ ସାଙ୍ଗମାନଙ୍କ ସହ ବ୍ୟାଚ୍‌ଲର ପାର୍ଟି କରୁଥିବାରୁ ନଜର ଆସିଲେ ମୌନି ରୟ , ଭାଇରାଲ୍ ହେଉଛି ଫଟୋ…

ନୂଆଦିଲ୍ଲୀ ୧୯।୧୨ : ବଲିଉଡ ଗ୍ଲାମରର୍ସ ଅଭିନେତ୍ରୀ ମୌନି ରୟ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ରୁହନ୍ତି । ସେ ପ୍ରାୟତଃ କିଛି ନା କିଛି ଫଟୋ ସେୟାର କରିଥାନ୍ତି । ଏହି ଫଟୋ ଦେଖି ପ୍ରଶଂସକମାନେ ତାଙ୍କ ଫଟୋକୁ ମଧ୍ୟ ବହୁତ ପସନ୍ଦ ମଧ୍ୟ କରିଥାନ୍ତି । ହେଲେ ନିକଟରେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଭିନେତ୍ରୀ ବ୍ୟାଚଲର ପାର୍ଟିର ମଜା ନେଉଥିବାର ନଜର ଆସିଛନ୍ତି । […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସ୍ଥଗିତ କାମ ବନ୍ଧୁ ମାଧ୍ୟମରେ ପୂରା ହେବ। ନିକଟ ସଂପର୍କୀୟଙ୍କ ଠାରୁ ଖୁସି ଖବର ପାଇବେ। ବାପା ମାଆଙ୍କ ସହ କୌଣସି ଧର୍ମାନୁଷ୍ଠାନକୁ ଯିବେ। ବୃଷ: କାର୍ଯ୍ୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସ୍ବଚ୍ଛଳ ରହିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ। ମିଥୁନ: କୌଣସି କାମରେ ଅଧିକ ଯାଆସ କରିବାକୁ ପଡ଼ିପାରେ। ଅଫିସରେ ଆପଣଙ୍କୁ ପଦୋନ୍ନତି ମିଳିବ। ପରିବାରରେ କାହା ସହିତ ତର୍କବିତର୍କ ହେବ। କର୍କଟ: କୌଣସି ବଡ଼ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଓମିକ୍ରନରେ ଚାଲିଯାଉଛି କି ଘ୍ରାଣଶକ୍ତି? ଜାଣନ୍ତୁ କ’ଣ ଉତ୍ତର ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦେଶର ଅନେକ ରାଜ୍ୟରେ ପ୍ରବେଶ କରି ବ୍ୟାପିବାରେ ଲାଗିଛି । ଏହା ସହ ଓମିକ୍ରନର ଅନେକ ଲକ୍ଷଣ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଓମିକ୍ରନରେ ଘ୍ରାଣଶକ୍ତି ଚାଲିଯାଉଛି କି ସର୍ବସାଧାରଣରେ ପ୍ରଶ୍ନ ଉଠିଛି । ଏହାର ଉତ୍ତର ଦେବାକୁ ଯାଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ‘କରୋନା ଓମିକ୍ରନ ଭାରିଆଣ୍ଟରେ ଲକ୍ଷଣ ବଦଳିଛି । ସ୍ମେଲ ଯାଉନି, ଅଧିକ ଜ୍ୱର ଓ ଥଣ୍ଡା ହେଉନି । […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଓମିକ୍ରନ ବିରୋଧରେ କେତେ ପ୍ରଭାବଶାଳୀ ଭାକ୍ସିନ ? ଜବାବ ଦେଲେ ‘WHO’ ଡାକ୍ତର

ନୂଆଦିଲ୍ଲୀ: କରୋନା ଭାଇରସ୍ ର ନୂତନ ସୂରୂପ ଓମିକ୍ରନକୁ ନେଇ ଏପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇ ନାହିଁ। ଏହି ଭାରିଏଣ୍ଟ ବିରୋଧରେ କେଉଁ ଭାକ୍ସିନ କେତେ ପ୍ରଭାବଶାଳୀ ଏହାକୁ ନେଇ ଏ ପର୍ଯ୍ୟନ୍ତ କୌଣସି ବଳିଷ୍ଠ ତଥ୍ୟ ସାମ୍ନାକୁ ଆସିନାହିଁ । ଏହା ମଧ୍ୟରେ ଶୁକ୍ରବାର ଡବ୍ଲ୍ୟୁଏଚଓ ଦକ୍ଷିଣ ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପୁନମ ଖେତ୍ରପାଲ ସିଂହ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଏହି ଭାରିଏଣ୍ଟ ବିରୋଧରେ ଟିକାର ପ୍ରଭାବଶୀଳତା କମ ହୋଇପାରେ। ଡ. […]

ଦେଶ ବିଦେଶ ମନୋରଞ୍ଜନ

ବକ୍ସଅଫିସରେ ‘Spider-Man’ ଭାଙ୍ଗିଲା ଏପର୍ଯ୍ୟନ୍ତର ସବୁ ରେକର୍ଡ, ମାତ୍ର ୨ଦିନରେ କଲା ଏତିକି କୋଟିର ବ୍ୟବସାୟ

ନୂଆଦିଲ୍ଲୀ: ସୋନି ପିକ୍ଚରର୍ସ ଏଣ୍ଟରଟେନମେଣ୍ଟର ଫିଲ୍ମ “ସ୍ପାଇଡର୍-ମ୍ୟାନ: ନୋ ୱେ ହୋମ୍” ଡିସେମ୍ବର ୧୬ ତାରିଖରେ ଭାରତରେ ରିଲିଜ୍ ହୋଇଯାଇଛି । ଫ୍ୟାନ୍ସ ମାନେ ଖୁବ୍ ଲମ୍ବା ସମୟ ଧରି ଏହି ଫିଲ୍ମର ରିଲିଜ୍ ଅପେକ୍ଷାରେ ଥିଲେ । ଶେଷରେ ଏହା ପରଦାକୁ ଆସିଯାଇଛି । କୋଭିଡ୍ ମହାମାରୀ କାରଣରୁ ଏହା ରିଲିଜ୍ ହୋଇପାରି ନଥିଲା । ହେଲେ ଏବେ ଯେତେବେଳେ ପରଦାକୁ ଆସିଛି ଦର୍ଶକଙ୍କ ଦମଦାର୍ ରେସପନ୍ସ ମିଳିଛି । ଫିଲ୍ମଟି ପ୍ରଥମ ଦିନରେ ହିଁ […]

ଦେଶ ବିଦେଶ ମନୋରଞ୍ଜନ

୨୦୨୨ ହେବ ରୋମାଞ୍ଚଭରା: ନୂଆ ବର୍ଷରେ ରିଲିଜ୍ ହେବ ଏହି ୧୦ଟି ହିଟ୍ ୱେବ୍ ସିରିଜର ସିକ୍ୱେଲ୍

ମୁମ୍ବାଇ: କୋଭିଡ୍ ମହାମାରୀ କାରଣରୁ ୨୦୨୧ରେ ଅଧିକ ସମୟ ଲୋକଙ୍କୁ ଘରେ ରହିବାକୁ ପଡ଼ିଲା । ତେଣୁ ଏହି ସମୟରେ ଓଟିଟି ପ୍ଲାଟଫର୍ମକୁ ଲୋକେ ଅଧିକ ପସନ୍ଦ କରିଥିଲେ । ଯାହାର ଧାରା ଜାରି ରହିଛି । ସିନେମା ହଲ୍ ଖୋଲିଥିଲେ ସୁଦ୍ଧା ଲୋକେ ଓଟିଟି ରେ ୱେବସିରିଜ୍ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି । ଓଟିଟିର ଚାହିଦା ବଢ଼ିବା ପରଠାରୁ ବଡ଼ ବଡ଼ ସୁପରଷ୍ଟାର୍ ମାନେ ଡିଜିଟାଲ ଡେବ୍ୟୁ ଆରମ୍ଭ କରିଛନ୍ତି । ଚଳିତ ବର୍ଷ […]

ମନୋରଞ୍ଜନ ରାଜ୍ୟ

ସିନେପ୍ରେମୀଙ୍କ ପାଇଁ ସୁଖବର: ଭଲ ଅଛନ୍ତି, ସୁସ୍ଥ ହେଉଛନ୍ତି ଅଭିନେତା ମିହିର ଦାସ

କଟକ: ଓଡ଼ିଶାର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାଯାଇଛି। ସେ ପୂର୍ବାପେକ୍ଷା ଭଲ ଥିବାର ସୂଚନା ମିଳିଛି। ଗତକାଲି କିଛି ବିଜେପି ନେତା ମିହିର ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ଲାଗି ଯାଇଥିବାର ସୂଚନା ବି ରହିଛି। ସେମାନଙ୍କ ପ୍ରିୟ ଅଭିନେତା ଭଲ ଥିବା ଜାଣି ପ୍ରଶଂସକମାନେ ନିଶ୍ଚିତ ଖୁସି ହେଉଥିବେ। ସୂଚନାଯୋଗ୍ୟ, ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସ ଅସୁସ୍ଥ ହୋଇଥିବାର ଖବର ଓଡ଼ିଶାବାସୀଙ୍କୁ ବ୍ୟଥିତ କରିଥିଲା। ସ୍ୱାସ୍ଥ୍ୟବସ୍ଥା ଗୁରୁତର […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଶିକ୍ଷକ ବଦଳିକୁ ବିରୋଧ କରି ବିଦ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ

ବାଲିପାଟଣା ୧୮/୧୨: ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଧାରଣା । ଏଭଳି ଏକ ଘଟଣା ଘଟିଛି ବାଲିପାଟଣା ଶିକ୍ଷା ମଣ୍ଡଳ ଅଧିନ ଖଜୁରିଆପଡ଼ା ଗ୍ରାମରେ । ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଭିଭାବକ ବିଦ୍ୟାଳୟରେ ତାଲା ପକାଇବା ସହ ଧାରଣାରେ ବସିଛନ୍ତି । ଖଜୁରିଆପଡ଼ା ଉପ୍ରା ବିଦ୍ୟାଳୟର ଉର୍ଦ୍ଦୁ ଶିକ୍ଷକ ମୀର ଆରିଫ ଅଲ୍ଲୀଙ୍କର ଗତ ସସ୍ତାହରେ ବଦଳି ହୋଇଥିଲା । ବିଦ୍ୟାଳୟରେ ମୋଟ ୧୮୪ ଛାତ୍ରଛାତ୍ରୀ ପାଠ ପଡନ୍ତି । ଏଥିପାଇଁ ୮ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କଟକରେ ନାଇଜେରିଆ ଫେରନ୍ତା କରୋନା ପଜିଟିଭ୍ : ଜେନମ୍ ସିକ୍ବେନ୍ସିଂ ପାଇଁ ପଠାଗଲା ନମୁନା

କଟକ ୧୮।୧୨: କଟକରେ ବିଦେଶ ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ନାଇଜେରିଆରୁ ଫେରିଥିବା ଜଣାପଡିଛି । ତେବେ ବିଦେଶ ଫେରନ୍ତା ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ଜଣାପଡିନାହିଁ । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜେନମ୍ ସିକ୍ବେନ୍ସିଂ ପାଇଁ ନମୁନା ପଠାଯାଇଛି । ଜେନମ୍ ସିକ୍ବେନ୍ସିଂ ପରେ ସ୍ପଷ୍ଟ ହେବ ଯେ ସେ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ । ବର୍ତ୍ତମାନ କରୋନା ସଂକ୍ରମିତ ଜଣଙ୍କ କଟକ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ବିଟ୍ରେନରେ ବଢ଼ିଲା କରୋନା ଲହର, ଆମେରିକାରୁ ଭାରତ ପର୍ଯ୍ୟନ୍ତ ବିପଦ ଘଣ୍ଟି

ନୂଆଦିଲ୍ଲୀ: କରୋନା ସଂକ୍ରମମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଯେଉଁ ତୀବ୍ରତାରେ କରୋନା ବଢ଼ିଚାଲିଛି, ତାହାକୁ ନେଇ ଚିନ୍ତା ବଢ଼ୁଛି । କୋଭିଡର ଓମିକ୍ରନ ଭାରିଆଣ୍ଟ ଭାରତର ୧୧ଟି ରାଜ୍ୟରେ ପ୍ରବେଶ କରିଥିବା ବେଳେ ମୋଟ ୮୭ଟି କେସ୍ ସାମ୍ନାକୁ ଆସିଛି । ଅନ୍ୟପଟେ ବ୍ରିଟେନରେ କରୋନା ସଂକ୍ରମଣ ଗୁରୁବାର ଦିନ ରେକର୍ଡ ଭାଙ୍ଗିଛି । ୟୁକେରେ ଗୋଟିଏ ଦିନରେ ୮୮,୩୭୬ ନୂଆ ମାମଲା ଚିହ୍ନଟ ହୋଇଛି ଓ ୧୪୬ ଲୋକଙ୍କର ମୃତ୍ୟୁ ହୋଇଛି । […]