୫ ଘଣ୍ଟା ଧରି ଐଶ୍ୱର୍ଯ୍ୟାଙ୍କୁ ପଚରାଉଚରା କଲା ଇଡି, ଜାଣନ୍ତୁ କ’ଣ ରହିଛି ପୁରା ମାମଲା
ନୂଆଦିଲ୍ଲୀ ୨୧/୧୨: ପାନାମା ପେପର୍ସ ଲିକ୍ ମାମଲାକୁ ନେଇ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ଚର୍ଚ୍ଚାରେ। ସୋମବାର ଦିନ ପାନାମା ପେପର ମାମଲାରେ ପଚରାଉଚରା ପାଇଁ ଐଶ୍ୱର୍ଯ୍ୟା ଦିଲ୍ଲୀର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ। ଯେଉଁଠାରେ ତାଙ୍କୁ ୫ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ବୈଦେଶିକ ବିନିମୟ ପରିଚାଳନା ଅଧିନିୟମର ବ୍ୟବସ୍ଥା ଅନୁଯାୟୀ ଐଶ୍ୱର୍ଯ୍ୟାଙ୍କୁ ଇଡି ପ୍ରଶ୍ନ କରିଥିଲା। ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭୟାନୀ ଐଶ୍ୱର୍ଯ୍ୟା ରାୟଙ୍କ ଏକ ଫଟୋ କୋଲାଜ ସେୟାର କରିଛନ୍ତି, ଯେଉଁଥିରେ ସେ […]