ଓମିକ୍ରନ୍ ପାଇଁ ବଦଳିବନି କରୋନା ଚିକିତ୍ସା ପଦ୍ଧତି: WHO
ନୂଆଦିଲ୍ଲୀ: ଓମିକ୍ରନ ଚିକିତ୍ସାକୁ ନେଇ ପରାମର୍ଶ ଦେଲା ‘ହୁ’ । କେନ୍ଦ୍ରକୁ ବିଶ୍ୱର ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ । ଓମିକ୍ରନ୍ ପାଇଁ ବଦଳିବନି କରୋନା ଚିକିତ୍ସା ପଦ୍ଧତି । ଅନ୍ୟ ଭାରିଆଣ୍ଟ ପରି ଓମିକ୍ରନ ପାଇଁ ବି ସମାନ ଚିକିତ୍ସା ପ୍ରଣାଳୀରେ ଚିକିତ୍ସା କରାଯିବ । ଦକ୍ଷିଣ ଆଫ୍ରିକାରେ ଡେଲଟା ଠାରୁ ଅଧିକ ବେଗରେ ବ୍ୟାପୁଛି ଓମିକ୍ରନ । ବିଶ୍ୱର ୯୧ଟି ଦେଶରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି କହିଛି ‘ହୁ’ । ସୂଚନାଯୋଗ୍ୟ, କରୋନା […]