୭୭ ବର୍ଷରେ ପାଦ ଦେଲେ ଭେଟରାନ୍ ଗୀତିକାର ଜାଭେଦ୍ ଅଖତର, ଲଭ୍ ଲେଟର ଲେଖକରୁ ହୋଇଥିଲେ ପ୍ରସିଦ୍ଧ ସଂଗୀତଜ୍ଞ
ନୂଆଦିଲ୍ଲୀ ୧୭।୦୧: ବଲିଉଡର ଭେଟରାନ୍ ପ୍ରସିଦ୍ଧ ନାମୀଦାମୀ ଗୀତିକାର ଜାଭେଦ ଅଖତର । ଜାଭେଦ ଅଖତର ହିନ୍ଦୀ ସିନେମାରେ ଅନେକ ହିଟ୍ପିଲ୍ମର କାହାଣୀ ସହ ଗୀତ ମଧ୍ୟ ଲେଖିଛନ୍ତି । ଆଜି ସେ ୭୭ ବର୍ଷରେ ପାଦ ରଖିଛନ୍ତି । ମଧ୍ୟପ୍ରଦେଶର ଗ୍ୱାଲିୟରେ ଜନ୍ମ ନେଇଥିବା ଜାଭେଦ ଆଜି ବଲିଉଡ ଇଣ୍ଡଷ୍ଟ୍ରିରେ ଜଣେ ନାମୀଦାମୀ ଗୀତିକାର । ୧୭ ଜାନୁୟାରୀ ୧୯୪୫ରେ ଜନ୍ମ ନେଇଥିବା ଜାଭେଦ ପିଲାଦିନୁ ଲେଖାଲେଖିରେ ବହୁତ ରୁଚି ରଖିଥିଲେ । ଧିରେ ଧିରେ […]