ଦେଶ ବିଦେଶ ମନୋରଞ୍ଜନ

ଧନୁଷ-ଐଶ୍ୱର୍ଯ୍ୟାଙ୍କ ଏମିତି ଥିଲା ଲଭ ଷ୍ଟୋରୀ, ଥିଏଟରରେ ପ୍ରଥମ ଦେଖାରୁ ଆରମ୍ଭ ହୋଇଥିଲା ପ୍ରେମ

ମୁମ୍ୱାଇ ୧୮/୦୧: ସାଉଥ ସୁପରଷ୍ଟାର ଧନୁଷ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କଠାରୁ ଅଲଗା ହେବା ନିଷ୍ପତ୍ତି ଏବେ ସବୁଠି ଚର୍ଚ୍ଚା । ଖାସ କରି ପ୍ରଶଂସକମାନେ ଏହାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ପରସ୍ପରକୁ ଏତେ ଭଲ ପାଉଥିବା ଧନୁଷ ଏବଂ ଐଶ୍ୱର୍ଯ୍ୟାଙ୍କ ଛାଡପତ୍ର ଖବର ସମସ୍ତେ ଚକିତ ହୋଇଯାଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଐଶ୍ୱର୍ଯ୍ୟାଙ୍କ ସହିତ ୧୮ ବର୍ଷର ବିବାହ ପରେ ଧନୁଷ ଛାଡପତ୍ର ଘୋଷଣା କରିଛନ୍ତି । ଆଜି ଯଦିଓ ଧନୁଷ […]

ରାଜ୍ୟ ସ୍ୱାସ୍ଥ୍ୟ

ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ୍‌ ରହିଛି- ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର ୧୮।୦୧ : ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ ରହିଛି। ଜେନେରାଲ ବେଡ଼ ୯ ପ୍ରତିଶତ, ଆଇସିୟୁ ବେଡ଼ ୧୫ ପ୍ରତିଶତ, ଭେଣ୍ଟିଲେଟର ୫ରୁ ୬ ପ୍ରତିଶତ ଥିବା ବେଳେ ପେଡ଼୍ରିଆଟିକ ଆଡମିସନ ବହୁତ କମ ରହିଛି। ଏହି ଲହରରେ ହସ୍ପିଟାଲ ଆଡମିସନ ଓ ଅକ୍ସିଜେନ ଆବଶ୍ୟକତା କମ୍‌ ଆବଶ୍ୟକତା ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ କିଛିଦିନ ହେବ ୧୦ରୁ […]

ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା, ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ କରିବେ ଆଲୋଚନା

ଭୁବନେଶ୍ୱର ୧୮।୦୧ : ରାଜ୍ୟରେ କୋଭିଡ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ମଙ୍ଗଳବାର ଅପରାହ୍ନ ୫ ଟାରେ ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖବର ଅନୁଯାୟୀ, ରାଜ୍ୟରେ ଏବେ କରୋନାର ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହୁଛି । ଯାହାକି ଏକ ଚିନ୍ତାଜନକ ବିଷୟ । କରୋନା ସଂକ୍ରମଣ ଗ୍ରାଫ୍‌କୁ କମ୍‌ କରିବାକୁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ […]

ଖେଳ ଦେଶ ବିଦେଶ

ସୁସ୍ଥ ହେଉଛନ୍ତି ରୋହିତ ଶର୍ମା, ଜାଣନ୍ତୁ କେବେ ପଡିଆକୁ ଫେରିବେ ହିଟ୍ ମ୍ୟାନ୍

ନୂଆଦିଲ୍ଲୀ ୧୭।୦୧: ଭାରତର ସୀମିତ ଓଭର କ୍ରିକେଟ୍‌ ଦଳର ଅଧିନାୟକ ରୋହିତ ଶର୍ମା ହାମଷ୍ଟ୍ରିଙ୍ଗ ଜନିତ ସମସ୍ୟାରୁ ଶୀଘ୍ର ସୁସ୍ଥଲାଭ କରୁଛନ୍ତି। ଆସନ୍ତା ମାସରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଛଅ ମ୍ୟାଚ୍ ବିଶିଷ୍ଟ ସୀମିତ ଓଭର କ୍ରିକେଟ୍ ସିରିଜ୍‌ରେ ପଡିଆକୁ ପ୍ରତ୍ୟାବର୍ତ୍ତନ କରିବାକୁ ତାଙ୍କ ପାଖରେ ଭଲ ସୁଯୋଗ ରହିଛି। ରୋହିତଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଟେଷ୍ଟ ଦଳର ଉପ ଅଧିନାୟକ କରାଯାଇଥିଲା। ମାତ୍ର ଗସ୍ତ ପୂର୍ବରୁ ଅଭ୍ୟାସ୍ ସମୟରେ ତାଙ୍କ ଜଂଘମାଂସପେଶୀ ଟାଣି ଧରିଥିଲା ଏବଂ […]

ରାଜ୍ୟ ଲାଇଫ୍ ଷ୍ଟାଇଲ

ଚାଷ ଲୋଭରେ ଚାକିରି ଛାଡିଲେ, କ୍ଷେତରେ ଖେଳୁଛି ସୁନାର ଫସଲ

କାମାକ୍ଷାନଗର ୧୭/୦୧; ଚାଷ ପାଇଁ ଚାକିରି ଛାଡି ଗାଁକୁ ଆସିଲେ ଯୁବକ ଆଉ କ୍ଷେତରେ ଫଳାଇଲେ ସୁନାର ଫସଲ। ଗଛରେ ଭର୍ତ୍ତି ହୋଇଛି କୋଳି। ନାଲି ଏବଂ ସବୁଜ ରଙ୍ଗର କୋଳି। ବଡ ଜାଗାରେ ଧାଡି ହୋଇ ଲାଗିଛି କୋଳି ଗଛ। ଖାସ୍‌ ଏମିତି ଫସଲ ଫଳାଇବା ଲକ୍ଷ୍ୟ ନେଇ ରାଜ୍ୟ ବାହାରୁ ଚାକିରି ଛାଡି ଆସିଛନ୍ତି ଯୁବକ। ଢେଙ୍କାନାଳ ଗୋପପୁର ଗାଁର ଅଜିତ କୁମାର ମାହିନ୍ତ ପାଠପଢା ସାରି ବାଙ୍ଗାଲୋର ରେ ଏକ ଘରୋଇ କମ୍ପାନିରେ […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ୧୦,୪୮୯ ଜଣ କରୋନା ପଜିଟିଭ ଚିହ୍ନଟ: ୯୮୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ସଂକ୍ରମିତ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୩୪

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦,୪୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୦୮୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୪୦୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୯୮୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୩୪ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ସାମନାକୁ ଆସିଲା ଓମିକ୍ରନର ୨୦ଟି ଲକ୍ଷଣ, ଜାଣନ୍ତୁ କେତେ ଦିନ ପର୍ଯ୍ୟନ୍ତ ଶରୀରରେ ରହେ ଏହି ଭାରିଆଣ୍ଟର ପ୍ରଭାବ

ନୂଆଦିଲ୍ଲୀ: ନୂତନ ଭାରିଆଣ୍ଟ ଓମିକ୍ରନ ମାମଲାରେ କୌଣସି ସୁଧାର ଆସୁଥିବା ପରିଲକ୍ଷିତ ହୋଇନାହିଁ । ଦେଶରେ ଏହାର ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ପାର୍ କରିସାରିଲାଣି । କରୋନାର ଅଧିକାଂଶ ଆକ୍ରାନ୍ତ ଓମିକ୍ରନ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ତେବେ ଏହା ଦ୍ୱାରା ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ଠାରେ ଭିନ୍ନ ଭିନ୍ନ ପ୍ରକାରର ଲକ୍ଷଣ ଦେଖିବାକୁ ମିଳିଛି । ଏହି ଲକ୍ଷଣ ସବୁରେ ଲଗାତର ଭାବେ ପରିବର୍ତ୍ତନ ମଧ୍ୟ ହେଉଛି । ପ୍ରତି ରୋଗୀଙ୍କ ଠାରେ […]

ଖେଳ ଦେଶ ବିଦେଶ

ଚୟନକାରୀମାନେ ଭାରତର ପରବର୍ତ୍ତୀ ଟେଷ୍ଟ୍‌ ଅଧିନାୟକଙ୍କ ନାମ ସୁପାରିସ କରିବେ: ‘ବିସିସିଆଇ’ ଅଧିକାରୀ

ନୂଆଦିଲ୍ଲୀ: ଭାରତର ପରବର୍ତ୍ତୀ ଟେଷ୍ଟ୍‌ ଅଧିନାୟକ କିଏ ହେବେ, ତାହା ଚୟନକାରୀ କମିଟି ସ୍ଥିର କରିବ। ଏପର୍ଯ୍ୟନ୍ତ କାହାରି ନାଁ ବିଷୟରେ ଆଲୋଚନା ହୋଇନାହିଁ ‌ବୋଲି ‘ବିସିସିଆଇ’ର ଜଣେ ଶୀର୍ଷସ୍ତରୀୟ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି। ସୂଚନାଯୋଗ୍ୟ, ଟେଷ୍ଟ୍‌ କ୍ରିକେଟ୍‌ରେ ଭାରତର ପରବର୍ତ୍ତୀ ମ୍ୟାଚ୍‌ ଶ୍ରୀଲଙ୍କା ବିରୋଧରେ ଭାରତରେ ହିଁ ଆୟୋଜନ କରାଯିବ। ‘ବିସିସିଆଇ’ ଅଧିକାରୀଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ରୋହିତ ଶର୍ମାଙ୍କୁ ଉପଅଧିକାୟକ ଭାବେ ମନୋନୀତ କରାଯାଇଛି। ଟେଷ୍ଟ୍‌ କ୍ରିକେଟ୍‌ରେ କୋହଲିଙ୍କ ସ୍ଥାନରେ କେ.ଏଲ୍‌. ରାହୁଲ୍‌ଙ୍କୁ […]

ଦେଶ ବିଦେଶ ମନୋରଞ୍ଜନ

ବିବାହ ପୁର୍ବରୁ ଅବିନାଶ-ପଲକଙ୍କ ସମ୍ପର୍କରେ ଫାଟ, ଅଭିନେତ୍ରୀ କହିଲେ- ତାଙ୍କ ସହ ମୋ ସମ୍ପର୍କ ଶେଷ ହୋଇଛି…

ନୂଆଦିଲ୍ଲୀ ୧୭।୦୧: ଟେଲି ଜଗତର ଜଣାଶୁଣା ଅଭିନେତା ଅବିନାଶ ସଚଦେବ ତାଙ୍କ ପ୍ରେମିକା ପଲକ ପୁରସଓ୍ବାନୀଙ୍କ ସହ ବ୍ରେକ୍‌ଅପ୍‌ କରିଛନ୍ତି । ଉଭୟ କିଛି ବର୍ଷ ଧରି ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଥିଲେ। ୨୦୨୧ ଜାନୁୟାରୀରେ ସେମାନଙ୍କ ନିର୍ବନ୍ଧ ମଧ୍ୟ ସରିଥିଲା। ହେଲେ ସମ୍ପର୍କ ଆଉ ପାଦେ ଆଗେଇବା ପରିବର୍ତ୍ତେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏନେଇ ପଲକ ସାକ୍ଷାତକାରରେ କହିଛନ୍ତି ଯେ, ଅବିନାଶଙ୍କ ସହ ତାଙ୍କ ସମ୍ପର୍କ ଶେଷ ହୋଇଛି ବୋଲି କନଫର୍ମ କରିଛନ୍ତି। ଭଲପାଇବାଠାରୁ ମୋ […]

ଦେଶ ବିଦେଶ ମନୋରଞ୍ଜନ

ଫିଲ୍ମ ‘ପୁଷ୍ପା’ର ଗୀତ ‘Oo Antava’ ପାଇଁ ସାମନ୍ଥା ନେଇଛନ୍ତି ଏତିକି କୋଟି ଟଙ୍କା, ଜାଣିଲେ ଉଡିଯିବ ହୋସ୍

ନୂଆଦିଲ୍ଲୀ ୧୭।୦୧: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ହିଟ୍ ଫିଲ୍ମ ‘ପୁଷ୍ପା’ପିଲ୍ମ ବକ୍ସ ଅଫିସ୍‌ରେ ଧମାଲ୍‌ କରିଛି । ଛୋଟରୁ ବଡ ଯାଏଁ ସମସ୍ତେ ଏହି ଫିଲ୍ମର ଡାଇଲଗକୁକୁ ମୁହଁରେ ରଖିଛନ୍ତି । ତେବେ ଏହି ଫିଲ୍ମର ଗୀତ ଗୁଡିକୁ ମଧ୍ୟ ସେତେ ଚର୍ଚ୍ଚାକୁ ଆସିଛି। ଏହି ଫିଲ୍ମରେ ରହିଥିବା ଗୀତ ‘ଓ ଅନ୍ତାୱା’ ରେ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଥିଲା । ତାଙ୍କ ଲୁକ୍‌ ଦେଖି ସମସ୍ତଙ୍କର ଉଡି ଯାଇଛି […]