ଦେଶ ବିଦେଶ ସ୍ୱାସ୍ଥ୍ୟ

କୋଭିଡ୍ ଟିକାକୁ ନେଇ କାନାଡାରେ ହଙ୍ଗାମା, ପରିବାର ସହିତ ସିକ୍ରେଟ୍ ସ୍ଥାନକୁ ଚାଲିଗଲେ ପ୍ରଧାନମନ୍ତ୍ରୀ; ହାଇଆଲର୍ଟ ଜାରି

ନୂଆଦିଲ୍ଲୀ: କାନାଡାରେ କୋଭିଡ୍ ଭାକସିନ୍ ବିରୋଧରେ ଜୋରଦାର୍ ପ୍ରଦର୍ଶନ କରାଯାଉଛି । ଏହି ପ୍ରଦର୍ଶନ ମଧ୍ୟରେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ନିଜର ପରିବାର ସହିତ ଘର ଛାଡ଼ି ଦେଇଛନ୍ତି । ରିପୋର୍ଟ ଅନୁସାରେ, ସେ ଏକ ସିକ୍ରେଟ୍ ସ୍ଥାନକୁ ଚାଲିଯାଇଛନ୍ତି । ସୂଚନା ଯେ, ଟୁଡ୍ରୋ ଆମେରିକା ସୀମା ପାର୍ କରିବା ପାଇଁ ଟ୍ରକ୍ ଡ୍ରାଇଭର୍ ମାନଙ୍କର ଟିକାକୁ ବାଧ୍ୟତାମୂଳକ କରିଦେଇଛନ୍ତି । ତେଣୁ ଟ୍ରକ୍ ଡ୍ରାଇଭର୍ ମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ବିକ୍ଷୋଭକାରୀମାନେ କୋଭିଡ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

କର୍ଣ୍ଣାଟକରେ ସୋମବାରଠୁ ହଟିବ ନାଇଟ କର୍ଫ୍ୟୁ, ଖୋଲିବ ସ୍କୁଲ କଲେଜ : କୋଭିଡ କଟକଣା ମାନି ସମସ୍ତ ଶିକ୍ଷାନୁଷ୍ଠାନରେ ଚାଲିବ ପାଠପଢା

ଦେଶ ବିଦେଶ:ଆସନ୍ତା ସୋମବାର ଠାରୁ କର୍ଣ୍ଣାଟକରେ ହଟିବ ରାତ୍ରି କାଳୀନ କର୍ଫ୍ୟୁ । ବାଙ୍ଗାଲୁରୁର ସମସ୍ତ ସ୍କୁଲ କଲେଜ ପୂର୍ବ ଭଳି ଖୋଲିବ । କୋଭିଡ କଟକଣା ମାନି ସମସ୍ତ ଶିକ୍ଷାନୁଷ୍ଠାନରେ ପାଠପଢା ଚାଲିବ । ରାଜ୍ୟରେ କୋଭିଡ ସ୍ଥିତି ସମୀକ୍ଷା କରିବା ପରେ ରାଜ୍ୟ ସରକାର ଏହି ନିଷ୍ପତି ନେଇଥିବା କହିଛନ୍ତି, କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ବିସି ନାଗେଶ । ନୂଆ ଗାଇଡଲାଇନ ଅନୁସାରେ ସମସ୍ତ ସରକାରୀ କାର୍ଯ୍ୟାଳୟ ପୂର୍ଣ୍ଣ କ୍ଷମତାରେ ଚାଲିବ । ପୂର୍ବରୁ […]

ଖେଳ ଦେଶ ବିଦେଶ

ଅଣ୍ଡର-୧୯ ବିଶ୍ୱକପ : ୫ ଓ୍ୱିକେଟରେ ବାଂଲାଦେଶକୁ ହରାଇଲା ଟିମ୍ ଇଣ୍ଡିଆ, ସେମିଫାଇନାଲରେ କଲା ଏଣ୍ଟ୍ରି

କୁଲିଜ,୩୦/୦୧: ଚଳିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଭାରତ ସହଜ ବିଜୟ ସହ ସେମି ଫାଇନାଲ୍‌ରେ ପ୍ରବେଶ କରିଛି । ଶନିବାର ଅନୁଷ୍ଠିତ ସୁପରଲିଗ୍‌ କ୍ୱାର୍ଟର ଫାଇନାଲ୍‌ ମୁକାବିଲାରେ ଭାରତ ୫ ୱିକେଟ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ବାଂଲାଦେଶକୁ ପରାସ୍ତ କରିଥିଲା । ଏହି ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୭.୧ ଓଭରରେ ୧୧୧ ରନ୍‌ କରି ଅଲ୍‌ ଆଉଟ୍‌ ହୋଇ […]

ଖେଳ ଦେଶ ବିଦେଶ

ଭାରତ ଗସ୍ତ ପାଇଁ ଟି୨୦ ଟିମ୍ ଘୋଷଣା କଲା ଇଣ୍ଡିଜ୍, ଦଳରେ ଏକାଧିକ ଷ୍ଟାର୍ ଅଲରାଉଣ୍ଡର

ନର୍ଥ ସାଉଣ୍ଡ, ୩୦/୦୧: ଆଗାମୀ ଭାରତ ଗସ୍ତ ପାଇଁ ୧୬ ଜଣିଆ ଟି-ଟ୍ୱେଣ୍ଟି ଦଳ ଘୋଷଣା କରିଛି ୱେଷ୍ଟ ଇଣ୍ଡିଜ୍‌ । କିରେନ ପୋଲାର୍ଡ ଅଧିନାୟକ ଓ ନିକୋଲାସ ପୂରନ ଉପ ଅଧିନାୟକ ଦାୟିତ୍ୱ ବଜାୟ ରଖିଛନ୍ତି । ଦଳରେ ଏକାଧିକ ଦୁର୍ଦ୍ଦର୍ଷ ଅଲ୍‌ରାଉଣ୍ଡରଙ୍କୁ ସୁଯୋଗ ମିଳିଛି । ସାମରା ବ୍ରୁକ୍ସ, ନକ୍ରୁମ ବୋନର ଓ କିମାର ରୋଚ୍‌ଙ୍କୁ ଦିନିକିଆ ଦଳକୁ ଡାକରା ମିଳିଥିଲେ ହେଁ ଟି-ଟ୍ୱେଣ୍ଟି ଦଳରେ ସ୍ଥାନ ମିଳିନାହିଁ । ଦଳ: କିରେନ ପୋଲାର୍ଡ […]

ଦେଶ ବିଦେଶ ମନୋରଞ୍ଜନ

ୟଶ୍‌ ରାଜ ଫିଲ୍ମରେ ଏକାଠି ନଜର ଆସିବେ ଶାହାରୁଖ, ସଲମାନ, ହ୍ରିତିକ୍‌ ! ଦର୍ଶକଙ୍କୁ ମିଳିବ ‘ଆଡଭେଞ୍ଜର ଏଣ୍ଡଗେମ୍‌’ ଭଳି ଅନୁଭୁତି

ନୂଆଦିଲ୍ଲୀ ୩୦।୦୧ : ବଲିଉଡ୍‌ର ସବୁଠାରୁ ଲୋପ୍ରିୟ ଅଭିନେତା ସଲମାନ , ଶାହାରୁଖ ଏବଂ ଡ୍ୟାନ୍ସ-ଅଭିନୟରେ ସମସ୍ତଙ୍କୁ ମତୁଆଲା କରିଥାନ୍ତି ହ୍ରିତିକ୍‌ । ଏମାନଙ୍କ ଫ୍ୟାନ୍ସ ଫଲୋର୍ସମାନେ ଖୁବ୍‌ ଅଧିକ । ‘ପଠାନ’ ରେ ଶାହାରୁଖ ଖାନ୍ ଙ୍କ ଭୂମିକା, ‘ଟାଇଗର’ ରେ ସଲମାନ ଖାନଙ୍କ ଭୂମିକା ଏବଂ ହ୍ରିତିକ ରୋଶନଙ୍କର ‘କବୀର’ ଭୂମିକାକୁ ଏକାଠି ଦେଖିବାକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ । ଏହାରି ମଧ୍ୟରେ ଅନୁମାନ କରାଯାଉଛି ଯେ ହ୍ରିତିକ ରୋଶନ ‘ପଠାନ’ କିମ୍ବା ‘ଟାଇଗର-୩’ […]

ଦେଶ ବିଦେଶ ମନୋରଞ୍ଜନ

୧୨ ବର୍ଷ ପରେ ଏକାଠି ନଜର ଆସିବେ ସଞ୍ଜୟ ଦତ୍ତ ଏବଂ ସୁନୀଲ ସେଟ୍ଟୀ ଏହି ଦୁଇ ଅଭିନେତା କରିବେ ସ୍କ୍ରିନ୍‌ ସେୟାର

ନୂଆଦିଲ୍ଲୀ ୩୦।୦୧ : ବଲିଉଡରେ ଏପରି ଅନେକ ଅଭିନେତା ଅଛନ୍ତି ଯେଉଁମାନେ ସବୁବେଳେ ବଡ ପରଦାରେ ଚର୍ଚ୍ଚାରେ ରହିଥାନ୍ତି । ଏଭଳି ଦୁଇ ଅଭିନେତା ଅଛନ୍ତି ଯିଏ ବଡ ପରଦାରେ ୧୨ ବର୍ଷ ହେଲାଣି ଏକାଠି ଦେଖବାକୁ ମିଳି ନାହାନ୍ତି । ସେ ହେଉଛନ୍ତି ସଞ୍ଜୟ ଦତ୍ତ ଏବଂ ସୁନୀଲ ଶେଟ୍ଟୀ। ଏହି ଦୁଇଜଣ ଦୀର୍ଘ ସମୟ ପରେ ଏକାଠି ଗୋଟିଏ ଫିଲ୍ମରେ କାମ କରୁଥିବା ଦେଖିବାକୁ ମିଳିବ । ସଞ୍ଜୟ ଏବଂ ସୁନୀଲଙ୍କୁ ଶେଷ ଥର […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ଦେଶର ଆଉ ଏକ କିର୍ତ୍ତୀମାନ, ୭୫ ପ୍ରତିଶତ ବୟସ୍କଙ୍କୁ ଦିଆଗଲାଣି ଟିକା

୨ ବର୍ଷ ହେବ ଦେଶ କରୋନା ବିରୋଧରେ ଲଢେଇ ଜାରି ରଖିଛି । ଏହି କ୍ରମରେ କରୋନା ବିରୋଧୀ ଲଢେଇରେ ଟିକା ସାଜିଛି ମୁଖ୍ୟ ଅସ୍ତ୍ର, ତେଣୁ ସରକାର ଦେଶରେ ଟିକାକରଣ ଅଭିଯାନକୁ ଗୁରୁତ୍ୱ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିଆ କହିଛନ୍ତି ଦେଶର ୭୫ ପ୍ରତିଶତ ବୟସ୍କ ଲୋକଙ୍କୁ କରୋନା ଟିକା ଦିଆ ସରିଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଆଧାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କିରବା ସହ ଦେଶବାସୀଙ୍କୁ […]

ଦେଶ ବିଦେଶ ମନୋରଞ୍ଜନ

ଓଟିଟି ପ୍ଲାଟଫର୍ମରେ ନଜର ଆସିବେ ଅଜୟ ଦେବଗନ୍‌, ‘ରୁଦ୍ର-ଦ-ଏଜ୍‌ ଅଫ୍‌ ଡାର୍କନେସ୍‌’ର ଟ୍ରେଲର ରିଲିଜ୍‌

ନୂଆଦିଲ୍ଲୀ ୩୦।୦୧ : ଯେବେ ଠାରୁ ମହାମାରି କରୋନା ସାରା ବିଶ୍ଵରେ ତାର କାୟା ବିସ୍ତାର କରି ଚାଲିଛି ସେବେଠାରୁ କୌଣସି ଫିଲ୍ମ ପ୍ରେକ୍ଷାଳୟରେ ରିଲିଜ୍‌ ହୋଇ ପାରୁ ନାହିଁ । ଏଥିପାଇଁ ଓଟିଟିର କ୍ରେଜ୍‌ ମଧ୍ୟ ବଢି ଚାଲିଛି । ସମସ୍ତ ଫିଲ୍ମ ସହ ୱେବ୍‌ ସିରିଜ୍‌ ଗୁଡିକ ଓଟିଟିରେ ରିଲିଜ୍‌ ହେବା ସହ ଅନେକ କଳାକାରମାନେ ଡେବ୍ୟୁ ମଧ୍ୟ କରୁଛନ୍ତି । ଏହାରି ମଧ୍ୟରେ ବଲିଉଡ ସୁପରଷ୍ଟାର ଅଜୟ ଦେବଗନ ମଧ୍ୟ ନିଜର ଓଟିଟିରେ […]

ଖେଳ ଦେଶ ବିଦେଶ

ଦ୍ରାବିଡଙ୍କ ରାସ୍ତାରେ ଭିଭିଏସ ଲକ୍ଷ୍ଣଣ : କୋହଲି ଓ ପୃଥ୍ୱୀଙ୍କ ରେକର୍ଡ ଉପରେ ୟଶଙ୍କ ନଜର

ନୂଆଦିଲ୍ଲୀ, ୩୦।୦୧: ଅଣ୍ଡର-୧୯ ବିଶ୍ୱକପରେ ଭାରତର ପ୍ରଦର୍ଶନ ଦମଦାର ରହିଛି । ଦଳ ସେମିଫାଇନାଲରେ ପ୍ରବେଶ କରିଛି । ଭାରତ ୧୦ ଥର ସେମିଫାଇନାଲରେ ପହଁଚି ରେକର୍ଡ କରିଛି । ଟିମ୍ ଇଣ୍ଡିଆ ଶନିବାର କ୍ୱାଟର ଫାଇନାଲ ମୁକାବିଲାରେ ବାଂଲାଦେଶକୁ ୫ ଓ୍ୱିକେଟରେ ହରାଇଥିଲା । ଭାରତୀୟ ବୋଲରଙ୍କ ସାମ୍ନା କରିନପାରି ବାଂଲା ବ୍ୟାଟସମ୍ୟାନ୍ ୧୧୧ ରନରେ ଅଟକି ଯାଇଥିଲେ । ଏହି ବିଜୟ ପରେ ଭିଭିଏସ ଲକ୍ଷ୍ଣଣଙ୍କ ଉପରେ ସମସ୍ତଙ୍କର ନଜର ରହିଛି । ସେ […]

ଖେଳ ଦେଶ ବିଦେଶ

ଅଷ୍ଟ୍ରେଲିଆର ୪୪ ବର୍ଷ ପ୍ରତୀକ୍ଷାର ଅନ୍ତ, ଅଷ୍ଟ୍ରେଲିଆନ୍‌ ଓପନ୍‌ ଜିତିଲେ ବାର୍ଟି

ମେଲ୍‌ବର୍ଣ୍ଣ: ଶୀର୍ଷ ମାନ୍ୟତାପ୍ରାପ୍ତ ଆସ୍‌ଲେ ବାର୍ଟି ଅ‌ଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ ପ୍ରତିଯୋଗିତାର ମହିଳା ଏକକ ଟ୍ରଫି କରାୟତ୍ତ କରିଛନ୍ତି। ଶନିବାର ମହିଳା ଏକକ ଫାଇନାଲ୍‌ରେ ୨୫ ବର୍ଷୀୟା ଅଷ୍ଟ୍ରେଲୀୟ ତାରକା ସିଧାସଳଖ ୬-୩, ୭-୬ ସେଟ୍‌ରେ ୨୭ ମାନ୍ୟତାପ୍ରାପ୍ତ ଆମେରିକାର ଡାନିଏଲି କଲିନ୍ସଙ୍କୁ ମାତ୍‌ ଦେଇଥିଲେ। ଏହି ବିଜୟ ସହ ବାର୍ଟି ୪୪ ବର୍ଷ ପରେ ପ୍ରଥମ ଅଷ୍ଟ୍ରେଲିଆ ଖେଳା‌ଳି ଭାବେ ନିଜ ମାଟିରେ ଟ୍ରଫି ଧରିବାର ଗୌରବ ଅର୍ଜନ କରିଛନ୍ତି। ଶେଷ ଥର ପାଇଁ ଜଣେ […]