ଦେଶ ବିଦେଶ ସ୍ୱାସ୍ଥ୍ୟ

ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁର କରୋନା ପଜିଟିଭ, ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ପରୀକ୍ଷା କରାଇବାକୁ ନିବେଦନ

ନୂଆଦିଲ୍ଲୀ ୩୧/୦୧: ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଟୁଇଟ୍ କରି ସେ ଏନେଇ ନିଜେ ସୂଚନା ଦେଇଛନ୍ତି । ଟ୍ୱିଟ୍ କରି ଲେଖିଛନ୍ତି ଯେ ଆଜି ମୋର କରୋନା ରିପୋର୍ଟ ପଜିଟିଭ ଆସିଛି । ମୁଁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛି । ଯେଉଁମାନେ ୨ ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ କରିଛନ୍ତି, ସେମାନଙ୍କୁ ସତର୍କ ରହିବାକୁ ପରାମର୍ଶ । ଆବଶ୍ୟକ ହେଲେ କରୋନା ପରୀକ୍ଷା କରିବାକୁ ଅନୁରୋଧ […]

ଖେଳ ଦେଶ ବିଦେଶ

ଆଇପିଏଲ୍‌ ୨୦୨୨: ଭାରତର ପ୍ରଥମ ‘ସ୍ପୋର୍ଟସ୍‌ ୟୁନିକର୍ଣ୍ଣ ଏଣ୍ଟର୍‌ପ୍ରାଇଜ୍‌’ ହେଲା ‘ଚେନ୍ନାଇ ସୁପର୍‌ କିଙ୍ଗ୍ସ୍‌’; ସେୟାର୍‌ ଦର ୭,୬୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ୪ ଥର ‘ଆଇପିଏଲ୍‌’ ବିଜୟୀ ‌ହୋଇଥିବା ‘ଚେନ୍ନାଇ ସୁପର୍‌ କିଙ୍ଗ୍ସ୍‌’ (ସିଏସ୍‌କେ) ସେୟାର୍‌ ବଜାରରେ ୭,୬୦୦ କୋଟି ଟଙ୍କାର ‘ମାର୍କେଟ୍‌ କ୍ୟାପିଟାଲାଇଜେସନ୍’ ସ୍ପର୍ଶ କରି ଭାରତର ପ୍ରଥମ ‘ସ୍ପୋର୍ଟସ୍‌ ୟୁନିକର୍ଣ୍ଣ ଏଣ୍ଟର୍‌ପ୍ରାଇଜ୍‌’। ‘ଆଇପିଏଲ୍‌’ ୧୫ତମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ‘ଗ୍ରେ ମାର୍କେଟ୍‌’ରେ ଏହାର ‘ସେୟାର୍‌’ ୨୧୦-୨୨୫ ଟଙ୍କାରେ ବ୍ୟବସାୟ କରୁଥିବା ‘ସର୍କଲ୍‌ ଅଫ୍‌ କ୍ରିକେଟ୍‌’ ରିପୋର୍ଟ କରିଛି। ସୂଚନାଯୋଗ୍ୟ, ଶୁକ୍ରବାର ଦିନ ‘ଇଣ୍ଡିଆ ସିମେଣ୍ଟ୍‌’ର ମାର୍କେଟ୍‌ କ୍ୟାପିଟାଲାଇଜେସନ୍‌ ଦର ଥିଲା ୬,୮୬୯ କୋଟି ଟଙ୍କା। […]

ଦେଶ ବିଦେଶ ମନୋରଞ୍ଜନ

ସାଉଦି ଆରବରେ ସଲମାନ ଖାନ୍‌ଙ୍କୁ ମିଳିଲା ‘ପର୍ସନାଲିଟି ଅଫ୍‌ ଦି ଇୟର’ର ଆୱାର୍ଡ, ସେୟାର କଲେ ଇଭେଣ୍ଟର ଫଟୋ…

ନୂଆଦିଲ୍ଳୀ ୩୧।୦୧: ବହୁ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ସଲମାନ ଖାନ୍‌ ତାଙ୍କ ଫ୍ୟାନ୍ସମାନଙ୍କୁ ଏଣ୍ଟରଟେନ୍‌ କରି ଆସୁଛନ୍ତି । ବଲିଉଡ୍‌ରେ ଏଯାଏଁ ତାଙ୍କୁ ନେଇ ଚର୍ଚ୍ଚା ଚାଲିଛି । ତାଙ୍କ ଫିଲ୍ମ ହେଉ କିମ୍ବା ପର୍ସନାଲ ଲାଇଫ୍‌ ସବୁବେଳେ ଲାଇମ୍‌ ଲାଇଟକୁ ଆସିଥାନ୍ତି । କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ତାଙ୍କର ପ୍ରଶଂସକ ଅଛନ୍ତି ଯେଉଁମାନେ ତାଙ୍କୁ ବହୁତ ଭଲ ପାଆନ୍ତି । ସଲମାନଙ୍କ ଫିଲ୍ମ ବଲିଉଡରେ ଯେଉଁ ପ୍ରକାରର କ୍ରେଜ୍ ଦେଖାଯାଏ, ତାହା ଅନ୍ୟ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଫେବୃଆରୀ ୧ରୁ ପରିବର୍ତ୍ତନ, ଖୋଲିବ ବିଦ୍ୟାଳୟ: ରାତି ୧୦ ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ, ବଜାର

ରାଜସ୍ଥାନ ୩୧/୦୧: ରାଜସ୍ଥାନରେ କରୋନାର ନୂଆ ଗାଇଡଲାଇନ ଜାନୁଆରୀ ୩୧ ରୁ କାର୍ଯ୍ୟକାରୀ ହୋଇଛି । ଏହି ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ଫେବୃଆରୀ ୧ ଅର୍ଥାତ କାଲିଠାରୁ ରାଜ୍ୟ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବ । ଯେତେବେଳେ କି ଷଷ୍ଠରୁ ନବମ ତାରିଖ ପର୍ଯ୍ୟନ୍ତ କ୍ଲାସ୍ ଫେବୃଆରୀ ୧୦ରୁ ଆରମ୍ଭ ହେବ । ଅଭିଭାବକମାନଙ୍କ ଲିଖିତ ସମ୍ମତି ସହିତ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟକୁ ଆସିବାକୁ ଅନୁମତି ଦିଆଯିବ । ନୂତନ ଗାଇଡଲାଇନରେ ରବିବାର କର୍ଫ୍ୟୁ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ଏହି ଦେଶର ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଜ୍‌ରେ ରହିଛି ୨୦୦୦ କାର, ବିକ୍ରି କଲେ କିଣି ହେବ ଅନେକ ଦେଶ

ନୂଆଦିଲ୍ଳୀ ୩୧।୦୧: ଦୁନିଆରେ ଏଭଳି ବି ଲୋକ ଅଛନ୍ତି ଯିଏ ରୋଜଗାରରେ କମାଇଥିବା ଟଙ୍କାରେ ବହୁତ କିଛି କିଣିଥାନ୍ତି । ହେଲେ କିଛି କିଛି ଏମିତି ଧନୀ ଥାନ୍ତି ଯିଏ ତାଙ୍କ ଜୀବନଶୈଳୀ ସହ ସେମାନଙ୍କ ସୈଉକ୍‌ ପୁରା କରିବା ପାଇଁ ଏଭଳି କିଣା କିଣି କରନ୍ତି ଯେ ସୀମା ବାହାରକୁ ଟପି ଯାଆନ୍ତି । କେହି କେହି ଦାମୀ ଜିନିଷ ସହ ଗାଡି ତ ଆଉ କେହି ବଡ ବଙ୍ଗଳା କିଣି ଥାନ୍ତି । ଆଜି […]

କଳା ଓ ସଂସ୍କୃତି ରାଜ୍ୟ

ସମ୍ପୂର୍ଣ୍ଣ ଉଚ୍ଛେଦ ହେଲା ରାଧାବଲ୍ଲଭ ମଠ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ପାଇଁ ଖନନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ସିଂହଦ୍ବାର ସମ୍ମୁଖ ରାଧାବଲ୍ଲଭ ମଠର ବାକି ଅଂଶ ଭଙ୍ଗାଯାଇଛି। ପୂର୍ବରୁ ମଠ ଥିବା ସ୍ଥାନ ଭଙ୍ଗା ସରିଥିଲେ ହେଁ ଅନ୍ୟ ଅଂଶରେ ବ୍ୟାଙ୍କ ରହିଥିବାରୁ ଏଥିପାଇଁ କିଛି ସମୟ ଦିଆଯାଇଥିଲା। ଫଳସ୍ବରୂପ ଆଜି ବାକି ରହିଯାଇଥିବା ସ୍ଥାନ ଭଙ୍ଗାଯାଇଛି। ମୋଟ ୧୫.୬୫ ଏକର ଜମିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଆକ୍ରାନ୍ତ କମୁଛନ୍ତି, ମୃତ୍ୟୁସଂଖ୍ୟା ବଢ଼ୁଛି; କଟକଣା କୋହଳ ସମ୍ଭାବନା କମ୍‌

ଭୁବନେଶ୍ୱର : କରୋନାର ତୃତୀୟ ଲହରରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଚଳିତ ମାସ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଏହି ସଂଖ୍ୟା ୧୦ ତଳେ ରହୁଥିବା ବେଳେ ଏବେ ମୃତ୍ୟୁସଂଖ୍ୟା ୨୦ ନିକଟତର ହୋଇଛି। ଓମିକ୍ରନ୍ ଜନିତ ତୃତୀୟ ଲହରରେ ୯୭ପ୍ରତିଶତ ପର୍ଯ୍ୟନ୍ତ ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ଏବେ ବି ଡେଲ୍‌ଟାର ପ୍ରଭାବ କମି ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବ‌ାରେ ଲାଗିଛି। ରବିବାର ଦିନ ରାଜ୍ୟ […]

ଦେଶ ବିଦେଶ ମନୋରଞ୍ଜନ

ବିଗ୍‌ବସ୍‌-୧୫ର ବିଜେତା ହେଲେ ତେଜସ୍ବୀ ପ୍ରକାଶ, ଟ୍ରଫି ସହ ଜିତିଲେ ୪୦ ଲକ୍ଷ ଟଙ୍କା

ନୂଆଦିଲ୍ଳୀ ୩୧।୦୧: କଲର୍ସ ଟିଭି ବହୁ ଲୋକପ୍ରିୟ ରିଆଲିଟି ଶୋ ବିଗ୍‌ବସ୍‌ ଗତକାଲି ଅର୍ଥାତ୍‌ ରବିବାର ଦିନ ବିଜେତା ଘୋଷଣା କରିଛି । ଦୀର୍ଘ ସମୟ ଧରି ଅନେକ କଳ୍ପନା ଜଳ୍ପନା ଚାଲିଥିଲା କି ବିଗ୍‌ବସ୍‌ର ବିଜେତା କିଏ ହେବ । ହେଲେ ତାହା ଏବେ ଜଣାପଡି ଯାଇଛି । ଏହାରି ଭିତରେ ସେ ସମସ୍ତଙ୍କୁ ଟକ୍କର ଦେଇ ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ବିଗ ବସ୍‌ ସିଜିନ-୧୫ର ବିଜେତା ହୋଇଛନ୍ତି । ଶୋ’ ଆରମ୍ଭରୁ ହିଁ ଫ୍ୟାନ୍ସମାନଙ୍କ […]

ଦେଶ ବିଦେଶ ମନୋରଞ୍ଜନ

ଟ୍ରଫି ସହ ୪୦ ଲକ୍ଷ ଟଙ୍କା ଘରକୁ ନେଲେ ‘ବିଗ୍‌ ବସ୍‌ ୧୫’ ବିଜୟିନୀ ତେଜସ୍ବୀ ପ୍ରକାଶ LatestLeadingମନୋରଞ୍ଜନ By Sambad Last updated Jan 31, 2022

ମୁମ୍ବାଇ: ରବିବାର ରାତିରେ ଶେଷ ହୋଇଥିବା ଟିଭି ସୋ ‘ବିଗ୍‌ ବସ୍‌ ୧୫’ରେ ବିଜୟୀ ହୋଇ ଟିଭି ଷ୍ଟାର୍‌ ତେଜସ୍ବୀ ପ୍ରକାଶ ଟ୍ରଫି ସହ ୪୦ ଲକ୍ଷ ଟଙ୍କା ପାଇଛନ୍ତି। ଏହି ‘ସୋ’ ଉପସ୍ଥାପକ ଚଳଚ୍ଚିତ୍ର ଅଭିନେତା ସଲ୍‌ମନ୍‌ ଖାନ୍‌ ବିଜୟିନୀଙ୍କ ନାମ ଘୋଷଣା କରିଥିଲେ। ଏଥିରେ ସେହଜପାଲ୍‌ ପ୍ରଥମ ରନର୍‌ ଅପ୍‌ ହୋଇଥିବା ବେଳେ ପ୍ରକାଶଙ୍କ ଅଭିନେତା-ବନ୍ଧୁ କରଣ କୁନ୍ଦ୍ରା ଦ୍ବିତୀୟ ରନର୍‌ ଅପ୍‌ ବା ତୃତୀୟ ସ୍ଥାନରେ ସ୍ଥାନିତ ହୋଇଛନ୍ତି। ଅଭିନେତ୍ରୀ ଶମିତା ଶେଟ୍ଟୀ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନେତାଜୀନଗର ପ୍ରାଥମିକ ବିଦ୍ୟାଳୟରେ ଅସାମାଜିକଙ୍କ ଆଡ଼ା, ମିଶ୍ରଣ ପ୍ରକ୍ରିୟାରେ ସ୍କୁଲ୍‌ରେ ପଡ଼ିଛି ତାଲା

କଟକ: ପ୍ରଥମେ ପ୍ରଥମେ ୪/୫ଜଣ ବସାଉଠା କରୁଥିଲେ। କରୋନା ଲକ୍‌ଡାଉନ୍‌ଠାରୁ ସଂଖ୍ୟା ବଢ଼ିବାକୁ ଲାଗିଲା। ଏବେ ଏହି ସଂଖ୍ୟା ବଢ଼ି ୪୦/୫୦ ଛୁଇଁଲାଣି। ପ୍ରଥମେ କମ୍ ସମୟ ପାଇଁ ଖଟି ଚାଲୁଥିବା ବେଳେ ‌ଏବେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଛି ଖଟି। ତାସଖେଳ, ନିଶାସେବନ ସହ ଅନୈତିକ କାର୍ଯ୍ୟ ବି ଚାଲୁଛି। ଏ ହେଉଛି ପଞ୍ଚମୁଖୀ ହନୁମାନ ମନ୍ଦିର ପାଖ ନେତାଜୀନଗର ପ୍ରକଳ୍ପ ବିଦ୍ୟାଳୟର ସାଂପ୍ରତିକ ସ୍ଥିତି। ସ୍ଥାନୀୟ ଲୋକଙ୍କ ସାମ୍‌ନାରେ ଏହା ଘଟୁଥିଲେ ବି […]