ମୋରଡ଼ା ବ୍ଲକ୍ ସଦର ମହକୁମାରେ ଜଳସଙ୍କଟ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଚିତ୍ରଡ଼ା: ମୋରଡ଼ା ବ୍ଲକ୍ର ସଦରମହକୁମା ଚିତ୍ରଡ଼ା ପଞ୍ଚାୟତର ୨ ଓ ୪ ନଂ ୱାର୍ଡର ଲୋକେ ବ୍ଲକ୍ କାର୍ଯ୍ୟାଳୟର ଏତେ ନିକଟରେ ଥାଇ ବି ବର୍ଷଯାକ ଜଳ ଯନ୍ତ୍ରଣା ଭୋଗ କରୁଛନ୍ତି। ଏହାର ପ୍ରତିବାଦରେ ଗ୍ରାମବାସୀମାନେ ଆଜି ବ୍ଲକ୍ କାର୍ଯ୍ୟାଳୟ ଘେରାଉ […]









