ବକେୟା ଭତ୍ତା ପ୍ରଦାନକୁ ନେଇ ଉତ୍ତେଜନା, ପିଇଓ ଏବଂ ଜିଆର୍ଏସ୍ଙ୍କୁ ପଞ୍ଚାୟତ ଘରେ ତାଲା ପକାଇଲେ ହିତାଧିକାରୀ
ବଡ଼ବିଲ୍,୧୫/୦୮: ୪ ମାସର ବକେୟା ଭତ୍ତା ନଦେବା କାରଣରୁ ଯୋଡ଼ା ବ୍ଲକ୍ ଚମକପୁର ପଞ୍ଚାୟତରେ ଉତ୍ତେଜନା ଦେଖିବାକୁ ମିଳିଛି । ବାର୍ଦ୍ଧକ୍ୟ ଭତ୍ତା ବାଣ୍ଟିବାକୁ ଯାଇଥିବା ପିଇଓ ବିଦ୍ୟାଧର ପାତ୍ର ଓ ଜିଆରଏସ୍ ରମେଶ ନାଏକଙ୍କୁ ତାଲା ପକାଇଛନ୍ତି ଉତ୍ତେଜିତ ଲୋକେ । ସୋମବାର ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରାଯିବା ପାଇଁ ପଞ୍ଚାୟତର ହିତାଧିକାରୀ ମାନଙ୍କୁ ପଞ୍ଚାୟତ ଅଫିସକୁ ଡକାଯାଇଥିଲା । ତେବେ ହିତାଧିକାରୀଙ୍କ ୩/୪ ମାସର ଭତ୍ତା ବକୟା ରହିଥିବାବେଳେ, ସେମାନଙ୍କୁ ମାତ୍ର ଗୋଟିଏ ମାସର […]