ଜନ୍ମଦିନରେ ବି ପାସୋରି ଗଲେ: ‘ଗ୍ରାମପଥ’ର କବି ବିନୋଦଙ୍କ ପାଇଁ ଜାଗାଟିଏ ମିଳୁନି
ସୁନ୍ଦରଗଡ଼,(ଡମ୍ବରୁଧର ନାୟକ): ‘ଦୂର ତାଳବଣ ଆକାଶେ ଶୁଣାଏ ମାଟିର କବିତା କି ସେ, ଏ ଗ୍ରାମର ପଥ ତହିଁ ଦିଗନ୍ତେ ମିଶେ, କ୍ଷେତ ପରେ କ୍ଷେତ କାଶଫୁଲ ଆଉ ବେଣାରେ ଜଟିଳା ପାଟ, ପାଟ ପରେ ବଣ ପାରିହେଲେ ମାମୁ ଘର ଗାଆଁ ଦିଶେ।’ ‘ଗ୍ରାମପଥ’ର ଏ ପ୍ରଥମ ପଙ୍କ୍ତି ଉଚ୍ଚାରଣ ମାତ୍ରକେ ଗାଁର ଏକ ସବୁଜ ସୁଶୋଭିତ ଦୃଶ୍ୟପଟ୍ଟ ଆଖିଆଗକୁ ଆପଣାଛାଏଁ ଚାଲିଆସେ। ଏହି କବିତାର ସ୍ରଷ୍ଟା ବିନୋଦ ନାୟକଙ୍କ କଥା ମନେ ପଡ଼ିଯାଏ। ହେଲେ, […]