ଅପରାଧ ରାଜ୍ୟ

ଝାରସୁଗୁଡ଼ା ସରବାହାଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା : ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି, ୨୦ରୁ ଅଧିକ ଆହତ

ଝାରସୁଗୁଡ଼ା ୧୭।୦୯: ଝାରସୁଗୁଡ଼ା ସରବାହାଲ ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୮ କୁ ବୃଦ୍ଧି ପାଇଛି। ଏଥିରେ ୨୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଖବର ଅନୁଯାୟୀ, ଶୁକ୍ରବାର ସଂଧ୍ୟାରେ ଜେ.ଏସ.ଡବ୍ଲୁ ଭୂଷଣ ପ୍ଲାଣ୍ଟର ୬୦ ରୁ ଅଧିକ କର୍ମଚାରୀ ଏକ ବସ୍ ରେ ଯାଉଥିଲେ। ସରବାହଲ ନିକଟରେ ଏକ କୋଇଲା ବୋଝେଇ ହାଇୱା ୨ଟି ଗାଈଙ୍କୁ […]

ଅପରାଧ ରାଜ୍ୟ

ଛେଳି ଚରାଇବାକୁ ଯାଇ ଫେରିନଥିଲେ ଯୁବକ; ୨ ଦିନ ପରେ ନଦୀ ପଠାରୁ ମୃତଦେହ ଉଦ୍ଧାର

ଦାରିଙ୍ଗବାଡି ୧୬/୦ ୯ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଝିଞ୍ଜିରିଗୁଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ନଦୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ବୁଡୁ ମହାଙ୍କୁଡ଼(୪୨)। ସେ ଝିଞ୍ଜିରିଗୁଡ଼ା ଗାଁର ବାସିନ୍ଦା। ଖବର ଅନୁସାରେ, ବୁଧବାର ପ୍ରାୟ ୧୦ ଟା ବେଳେ ଛେଳି ଗୋଠ ନେଇ ଗାଁରୁ ପ୍ରାୟ ଦେଢ଼ କିମି ଦୂର ଜଙ୍ଗଲକୁ ଯାଇଥିଲେ। ସେଠାରୁ ଗାଧେଇବା ପାଇଁ ପାଖରେ ଥିବା ସର୍ଗିଦର ନଦୀକୁ ଯାଇଥିଲେ ।ଅସାବଧାନତା […]

ଅପରାଧ ରାଜ୍ୟ

ଶ୍ରୀଲଙ୍କାରେ ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ; ପୁଅର ଶବ ଆଣିବାକୁ ସରକାରଙ୍କୁ ଗୁହାରି କଲେ ପରିବାର

ମହାକାଳପଡ଼ା ୧୬/୦୯ : ଶ୍ରୀଲଙ୍କାରେ ଓଡ଼ିଆ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ। ମୃତକ ଶ୍ରମିକଙ୍କ ପରିଚୟ କମଳା ସ୍ବାଇଁ। ସେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅନ୍ତର୍ଗତ କୁମାରପଡା ଗାଁର ବାସିନ୍ଦା। ଦୁଇ ବର୍ଷ ତଳେ ବନ୍ଧପଡା ଗାଁର ନଳିନୀକା ସାମଲଙ୍କ ସାଙ୍ଗରେ କମଳା ଶ୍ରୀଲଙ୍କା ଯାଇଥିଲେ। ସେଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଆସନ୍ତା ୨୫ ତାରିଖରେ କମଳା ଘରକୁ ଆସିବାର ଥିଲା। କିନ୍ତୁ ଘରକୁ ପୁଅ ଆସିବା ବଦଳରେ ତାଙ୍କର ମୃତ୍ୟୁ ଖବର ପହଞ୍ଚିଥିଲା। […]

ଅପରାଧ ରାଜ୍ୟ

ଢେଙ୍କାନାଳରେ ଅଭାବନୀୟ ଘଟଣା, ପୋଖରୀରୁ ୩ ନବଜାତ ଶିଶୁର ମୃତଦେହ ଠାବ, ଫରେନ୍ସିକ ଟିମର ତଦନ୍ତ ଆରମ୍ଭ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଇନ୍ଦିପୁର ଗ୍ରାମ ନୂଆସାହି ନିକଟରେ ଥିବା ନଟା ପୋଖରୀରେ ତିନୋଟି ନବଜାତ ଶିଶୁଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ ପୋଖରୀ ନିକଟରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଖବର ପାଇ ସଦର ଥାନା ପୁଲିସ ପହଂଚି ଶିଶୁ ମାନଙ୍କର ମୃତଦେହକୁ ଉଦ୍ଧାର କରିଛି। ପୁଲିସ ଫରେନ୍ସିକ ଟିମ ମାଧ୍ୟମରେ ଘଟଣାର ତଦନ୍ତ […]

ଅପରାଧ ରାଜ୍ୟ ସ୍ୱାସ୍ଥ୍ୟ

ବିନା ଡ଼ାକ୍ତରରେ ପ୍ରସବ ହେତୁ ଚାଲିଗଲା ପ୍ରସୂତିଙ୍କ ଜୀବନ, ଚରମ ଅବହେଳା କହି ଦାୟୀ କଲେ ପରିବାର ଲୋକ

ପୁରୀ ୧୬/୦୯: ବିନା ଡ଼ାକ୍ତରରେ ପ୍ରସବ ଯୋଗୁଁ ଚାଲିଗଲା ମା’ର ଜୀବନ । ରାତିରେ ଚିକିତ୍ସାର ଚରମ ଅବହେଳା ଅଭିଯୋଗ ଆଣି ମୃତଦେହ ରଖି ଧାରଣା ଦେଇଛନ୍ତି ପରିବାର ଲୋକେ । ସୂଚନା ଥାଉକି, ପୁରୀ ରାହାଡମଲ ବାଉରିବସ ଗ୍ରାମର ଜାନକୀ ମଲ୍ଲିକ ଗର୍ଭବତୀ ଥିଲେ । ପ୍ରସବ ଯନ୍ତ୍ରଣା ବଢିବାରୁ ସ୍ୱାମୀ ଅକ୍ଷୟ ମଲ୍ଲିକ ତାଙ୍କୁ କେରାଣ୍ଡିଆ ଡାକ୍ତରଖାନା ନେଇଥିଲେ । ମାତ୍ର ସେଠାରେ ଡାକ୍ତର ଅନୁପସ୍ଥିତ ଥିବାରୁ ନର୍ସଙ୍କ ଦ୍ୱାରା ପ୍ରସବ କରାଯାଇଥିଲା । […]

ଅପରାଧ ରାଜ୍ୟ

ଅବକାରୀ ବିଭାଗର ଚଢାଉ, କନ୍ଧମାଳରୁ ଦିଲ୍ଲୀ ଚାଲାଣ ବେଳେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ବ୍ରହ୍ମପୁର ୧୬/୦୯: ପାର୍ବଣରେ ଅପରାଧ ରୋକିବାକୁ ଚାଲିଛି ଜୋରଦାର ଧରପଗଡ । ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଉଛି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା ମିଳିଛି । ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କ ଗିରଫ କରାଯାଇଛି । ଟିମ୍ ସୂଚନା ପାଇ ଗୋପାଳପୁର ଛକରେ ଚଢାଉ କରିଥିଲା । କନ୍ଧମାଳରୁ ଦିଲ୍ଲୀ କୁ କାର୍ ଯୋଗେ ବେଆଇନ୍ ଗଞ୍ଜେଇ ଚାଲାଣ […]

ଅପରାଧ ରାଜ୍ୟ

ଶ୍ରୀକ୍ଷେତ୍ରରେ ବେଧଡକ ଚାଲିଛି ଧଳାଜହର କାରବାର: ୫ ଲକ୍ଷରୁ ଅଧିକ ବ୍ରାଉନସୁଗାର ଜବତ, ୩ ଗିରଫ

ପୁରୀ ୧୬/୦୯: ଶ୍ରୀକ୍ଷେତ୍ର ପୁରୀରେ ବଢିଛି ଧଳାଜହର କାରବାର । ଏହି ଅଭିଯୋଗରେ ଆଜି ୫ ଲକ୍ଷ ୭୫ ହଜାର ଟଙ୍କାର ବ୍ରାଉନ ସୁଗାର ଜବତ ସହ ତିନିଜଣ ବେପାରୀଙ୍କୁ ଗିରଫ କରିଛି ପୁରୀ ବଳିଆ ପଣ୍ଡା ଥାନା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଚଢ଼େଇ ପଲ୍ଲୀ ଗ୍ରାମର ରାମକୃଷ୍ଣ ଲେଙ୍କା, ସରପଲ୍ଲୀ ଗ୍ରାମର ମିଲନ ବେହେରା ଓ ପୁରୀ ସଦର ନୂଆପାଟଣା ଗ୍ରାମର ମଦନ ମୋହନ ବରାଳ […]

ଅପରାଧ ରାଜ୍ୟ

୩୦ଟି ଜିଲ୍ଲାରେ ପେପରଲେସ୍ କୋର୍ଟ

କଟକ : ରାଜ୍ୟର ୩୦ଟି ଜିଲ୍ଲାରେ ପେପରଲେସ୍ କୋର୍ଟ ବ୍ୟବସ୍ଥା ହେବାକୁ ଯାଉଛି। ସବୁ ଜିଲ୍ଲାରେ ନିର୍ଦ୍ଦିଷ୍ଟ ଅଦାଲତ ପେପରଲେସ୍ ବ୍ୟବସ୍ଥାରେ କାର୍ଯ୍ୟ କରିବ। ରାଜ୍ୟର ୩୦ଟି ଜିଲ୍ଲାରେ ପେପରଲେସ୍ କୋର୍ଟ ବ୍ୟବସ୍ଥାକୁ ଆସନ୍ତା ୧୭ ତାରିଖ ଦିନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଉଲ୍ଲେଖଯୋଗ୍ୟ ଯେ ହାଇକୋର୍ଟର ପ୍ରଥମ ପେପରଲେସ୍ କୋର୍ଟ ହେଉଛି ମୁଖ୍ୟବିଚାରପତିଙ୍କ କୋର୍ଟ। ଏହାକୁ ସୁପ୍ରିମକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ ଡି.ୱାଇ,ଚନ୍ଦ୍ରଚୂଡ ୨୦୨୧, ସେପ୍ଟେମ୍ବର […]

ଅପରାଧ ରାଜ୍ୟ

ଫାଣ୍ଡି ଭିତରେ ବେଆଇନ ବିବାହ! ପ୍ରଥମ ସ୍ତ୍ରୀ ଥିବା ସତ୍ତ୍ବେ କରାଇଲା ଦ୍ବିତୀୟ ବିବାହ

କେସିଙ୍ଗା : ପ୍ରଥମ ସ୍ତ୍ରୀ ଥିବାବେଳେ ଫାଣ୍ଡି ଭିତରେ ଦ୍ବିତୀୟ ବିବାହ! ଫାଣ୍ଡି ଅଧିକାରୀ ଜଣକ ତାଙ୍କ କର୍ମଚାରୀ ଓ କିଛି ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ନିଜେ ସତ୍ୟପାଠ ଭଳି ବିବାହ କରାଇଛନ୍ତି। ପୁଲିସର ଏହିଭଳି ଆଇନ ବିରୋଧୀ କାର୍ଯ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ସୂଚନାମତେ, କଳାହାଣ୍ଡି ଜିଲ୍ଲା ବୋର୍ଡ଼ା ଫାଣ୍ଡି ସା‌ପସିଲେଟ ଗ୍ରାମର ସନ୍ତୋଷ ପାଣିଗ୍ରାହୀ କେସିଙ୍ଗାର ରାଜେଶ କରଙ୍କ ଝିଅ ଶ୍ରଦ୍ଧାଞ୍ଜଳିଙ୍କୁ ୫ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କର ଏକ ୪ […]

ଅପରାଧ ରାଜ୍ୟ

କଟକରେ ପ୍ରଥମ ହନିଟ୍ରାପ୍: ଠକିଦେଲା ସ୍କଟ୍‌ଲ୍ୟାଣ୍ଡ୍‌ର ବର, ପୋଛିନେଲା ୮ ଲକ୍ଷ

କଟକ : ସ୍କଟ୍‌ଲ୍ୟାଣ୍ଡରେ ଘର ଏବଂ ଲଣ୍ଡନରେ ଜାହାଜରେ ଇଞ୍ଜିନିୟର ଥିବା ବର ହନିଟ୍ରାପରେ କଟକର ଜଣେ ଯୁବତୀଙ୍କୁ ଫସାଇ ଦେଇଛି। ନାଇଜେରିଆନ୍ ସାଇବର୍ ଅପରାଧୀ ଗ୍ୟାଙ୍ଗ୍ ନିଜକୁ ଏଭଳି ଜାହାଜ ଇଞ୍ଜିନିୟରର ଜାଲ୍‌ ପରିଚୟ ଦେଇ ବିଡ଼ାନାସୀ ଅଞ୍ଚଳର ଜଣେ ଯୁବତୀଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୭ ଲକ୍ଷ ୯୫ ହଜାର ଟଙ୍କା ଲୁଟି ନେଇଛି। କଟକରେ ହନିଟ୍ରାପରେ ଜଣେ ଯୁବତୀ ଫସିବା ଘଟଣା ପ୍ରଥମ ବୋଲି କୁହାଯାଉଛି। ସାଇବର୍ ଥାନାରେ ଏ ସଂକ୍ରାନ୍ତରେ ମାମଲା ରୁଜୁ […]