ମହାପ୍ରଭୁଙ୍କ ଦିବା ପହୁଡ଼ ବନ୍ଦ; କାର୍ତ୍ତିକ ନୀତିକୁ ୧୫ ଦିନ ବିତିଲା, ନୀତିରେ ଆସିଲାନି ଶୃଙ୍ଖଳା
ପୁରୀ : ଶ୍ରୀମନ୍ଦିରରେ ଚାଲିଛି କାର୍ତ୍ତିକ ନୀତିକାନ୍ତି। ଯେହେତୁ ଏହି ମାସରେ ଭକ୍ତଙ୍କ ଭିଡ଼ ଲାଗେ ଏବଂ କାର୍ତ୍ତିକ ବ୍ରତଧାରୀ ବି ଦର୍ଶନ ପାଇଁ ଆସିଥା’ନ୍ତି, ସେ ଦୃଷ୍ଟିରୁ କାର୍ତ୍ତିକ ନୀତିକାନ୍ତି ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସର୍ବାଧିକ ଗୁରୁତ୍ବ ଦିଆଯାଇଥିଲା। କିନ୍ତୁ, ଏହାର ଅନୁପାଳନ ହେଉନାହିଁ। ଫଳସ୍ବରୂପ କାର୍ତ୍ତିକ ନୀତିକାନ୍ତିକୁ ୧୫ ଦିନ ବିତିଲାଣି, କିନ୍ତୁ ନୀତିକାନ୍ତିରେ ଶୃଙ୍ଖଳା ଆସିପାରୁନି। ଯେଉଁଥିପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ହେବା ସହ ଭକ୍ତଙ୍କ ବି ମହାପ୍ରଭୁଙ୍କ […]