ରାଜଧାନୀରେ ମାତିଛନ୍ତି ଯାଯାବର ଲୁଟେରା, ଘରେ ପଶି ନେଉଛନ୍ତି ଦାମୀ ସାମଗ୍ରୀ
ଭୁବନେଶ୍ୱର ୨୦।୧୦: ରାଜ୍ୟରେ ମାତିଛନ୍ତି ଯାଯାବର ଲୁଟେରା । ବାହାର ରାଜ୍ୟରୁ ଆସି ଡେରା ପକାଇଥିବା ବଞ୍ଜାରା ସୁଯୋଗ ଦେଖି ଲୁଟ କରୁଛନ୍ତି । ରାଜଧାନୀ ଭୁବନେଶ୍ବରରେ ମୋବାଇଲ ଠାରୁ ଆରମ୍ଭ କରି ଘରେ ପଶି ଲୁଟି ନେଉଛନ୍ତି ଦାମୀ ସାମଗ୍ରୀ । ଗତକାଲି ରାତିରେ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ବଞ୍ଝାରା ମାନଙ୍କୁ ଚାଲିଯିବା ପାଇଁ ତାଗିଦ୍ କରିଥିଲା ପୋଲିସ । ଏହା ପରେ ନଶୁଣିବାରୁ ଏମାନଙ୍କୁ ରାତି ଅଧିଆ ଉଠାଇ ନେଲା ପୋଲିସ୍। କିଛିଦିନ ହେବ ସହରରେ […]