ଅପରାଧ ରାଜ୍ୟ

ଶତାଧିକ ଚାଷୀଙ୍କ କାଳିଆ ସହାୟତା ହଡ଼ପ, ଥାନାରେ ଏତଲା ଦେଲେ ଚାଷୀ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍‌ର ଶତାଧିକ ହିତାଧିକାରୀଙ୍କ କାଳିଆ ଯୋଜନା ସହାୟତା ହଡ଼ପ ଘଟଣାରେ ପ୍ରଶାସନର ଅଡ଼ୁଆ ବଢ଼ିବାରେ ଲାଗିଛି। କାରଣ ୩ବର୍ଷ ଧରି ହିତାଧିକାରୀଙ୍କ ନାମରେ ଜାଲ୍‌ ଆକାଉଣ୍ଟ କରି ଟଙ୍କା ହେରଫେର ଚାଲିଥିବା ବେଳେ ବ୍ଲକ୍‌ ପ୍ରଶାସନ କେମିତି କିଛି ଜାଣିପାରିଲା ନାହିଁ ବୋଲି ପ୍ରଶ୍ନ ଉଠିଛି। ନିଶ୍ଚିତ ରୂପେ କିଛି ସରକାରୀ କର୍ମଚାରୀଙ୍କ ସିଧାସଳଖ ସଂପୃକ୍ତି ରହିଥିବା ସନ୍ଦେହ କରାଯାଉଛି। ତେଣୁ, ଏକୋରୀ ପଞ୍ଚାୟତ ଅନ୍ତର୍ଗତ ଅଲେଖଗୁଡା ଗ୍ରାମର ହିତାଧିକାରୀ […]

ଅପରାଧ ରାଜ୍ୟ

ଲମତାପୁଟ ପୋଲିସକୁ ବଡ଼ ସଫଳତା: ୨୨ ଲକ୍ଷର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

ଲମତାପୁଟ ୨୪/୧୦: ପୁଣି ଲମତାପୁଟ ପୋଲିସ୍ କୁ ବଡ଼ ସଫଳତା । ବାଲେଲ ଗ୍ରାମରେ ଜଣକ ଘର ଭିତରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ଗଛିତ ରଖି ପ୍ରସ୍ତୁତି ଚାଲିଥିବା ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ୍ କରିଛି ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ବାଲେଲ ଗ୍ରାମରେ ଚଢାଉ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ଦେଖି ଅନ୍ଧାରର ଶୁଜଗ ନେଇମାଫିଆ […]

ଅପରାଧ ରାଜ୍ୟ

ଗାଁ ଲୋକଙ୍କ ହାତରେ ଧରା ପଡିଲା ଡକାୟତ, ନିର୍ଧୁମ ଛେଚା ଖାଇଲା

ସୋର: ଗ୍ରାମବାସୀଙ୍କ ହାତରେ ଧରା ପଡି ନିର୍ଧୁମ ଛେଚା ଖାଇଲା ୪୦ରୁ ଉର୍ଦ୍ଧ୍ଵ ମାମଲାରେ ସଂପୃକ୍ତ ଡକାୟତ। ଏଥିସହ ବଡ ଧରଣ ଡକାୟତ ଯୋଜନା ପଣ୍ଡ ହୋଇଛି। ଘଟଣାରେ ଦୁଇ ଦୁର୍ବୃତ୍ତ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ପୋଲିସ ଡକାୟତ ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରି ତଦନ୍ତ ଚଳାଇଛି। ଗତକାଲି ବିଳମ୍ବିତ ରାତିରେ ସୋର ଥାନା ସବିରା ପଂଚାୟତ ଦଣ୍ଡପଳସl ଗ୍ରାମ ଜଙ୍ଗଲରେ ତିନି ସନ୍ଦିଗ୍ଧ ତିନି ବାଇକ୍‌ରେ ଆସିଥିଲେ। ତେବେ ଗାଁ ଲୋକେ ଜାଣିପାରି […]

ଅପରାଧ ରାଜ୍ୟ

ମଧ୍ୟରାତ୍ରିରେ ସହରରେ ଫୁଟିଲା ଗୁଳି, ଗୁରୁତର ଯୁବକ କଟକ ଏସସିବି ସ୍ଥାନାନ୍ତର

ବାଲେଶ୍ଵର: ବାଲେଶ୍ଵର ସହରେ ବିଳମ୍ବିତ ରାତିର ଫୁଟିଛି ଗୁଳି। ଆର୍ତ୍ତ କବିରାଜ ଗଳିରେ ଯୁବକଙ୍କୁ ଉପରେ କେହି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି। ଏଥିରେ ଯୁବକଙ୍କ ଆଖିରେ ଗୁଳି ବାଜିଛି। ଗୁରୁତର ଯୁବକ ହେଲେ କମଲ କୁମାର ଦାସ। ତାଙ୍କୁ ବାଲେଶ୍ଵର ବଡ ମେଡିକାଲ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର । ଗତ ରାତ୍ରିରେ ଅଭିଯୁକ୍ତକୁ ୩ଟା୩୦ରେ ଗିରଫ କରି ପୋଲିସ ତନାଘନା ଚଳାଇଛି। ତେବେ ଗୁଳିକାଣ୍ଡର କାରଣ ଏ ଯାଏଁ ସ୍ପଷ୍ଟ ହୋଇନି।

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

୨୪ ସକାଳ ସୁଦ୍ଧା ବାତ୍ୟାର ରୂପ ନେବ ସି-ତ୍ରଙ୍ଗ, ଓଡ଼ିଶାରେ ୨ ଦିନ ପ୍ରବଳ ବର୍ଷା !

ଭୁବନେଶ୍ୱର ୨୩।୧୦: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ରବିବାର ତୀବ୍ର ଅବପାତରେ ପରିଣତ ହେବ । ୨୪ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟା ରୂପ ନେବ । ୨୫ ତାରିଖ ସକାଳୁ ବାଂଲାଦେଶରେ ପଶିବ ସି-ତ୍ରଙ୍ଗ । ଏହାର ପ୍ରଭାବରେ ଓଡ଼ିଶାରେ ୨୩ ଓ ୨୪ ଦୁଇ ଦିନ ହାଲୁକାରୁ ପ୍ରବଳ ବର୍ଷା ସମ୍ଭାବନା ଅଛି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଦେଇଛି । ଆଇଏମ୍‌ଡି ଆକଳନ ଅନୁଯାୟୀ, […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ନୀଳଗିରି ପାଲଟିବ କି ଦ୍ୱିତୀୟ ନଗଡା,୧୨ଜଣ ପୁଷ୍ଟିହୀନତା ଶିଶୁ ଚିହ୍ନଟ

ନୀଳଗିରି: ନୀଳଗିରି ପୁଣି ଦେଖାଦେଇଛି ପୁଷ୍ଟିହୀନତା ରୋଗ। କିଛିଦିନ ପୂର୍ବରୁ ଏନଏସି ଗୁଡିଖାଣିଆ ଅଞ୍ଚଳରେ କିଛି ଶିଶୁ ପୁଷ୍ଟିହୀନତା ହେବାର ସୂଚନା ମିଳିବା ପରେ ଉପଜିଲ୍ଲାପାଳ ଚିହ୍ନଟ କରି ଚିକିତ୍ସା କରାଇଥିଲେ। ପୁଣି ନୀଳଗିରିର ବିଭିନ୍ନ ଅଞ୍ଚଳରେ ୧୨ ରୁ ଉର୍ଦ୍ଧ୍ବ ଶିଶୁ ପୁଷ୍ଟିହୀନତା ରୋଗ ଚିହ୍ନଟ ପରେ ଏହା ଦ୍ୱିତୀୟ ନଗଡା ପାଲଟିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ନୀଳଗିରି ମେଡ଼ିକାଲରେ ଆଜି ୧୨ ଜଣ ପୁଷ୍ଟିହୀନତା ଶିକାର ଶିଶୁ ଏବେ ଚିକିତ୍ସିତ ହେଉଥିବା ଜଣାପଡିଛି। ଦୁଇ […]

ଅପରାଧ ରାଜ୍ୟ

ତୁଷୁରାରେ ଅଭାବନୀୟ ଘଟଣା, ସ୍ୱାମୀକୁ ମାରି ସ୍ତ୍ରୀ ଫେରାର୍

ବଲାଙ୍ଗୀର ୨୨/୧୦: ବଲାଙ୍ଗୀର ତୁଷୁରାରେ ଅଭାବନୀୟ ଘଟଣା । ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । ମୃତକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଦିବ୍ୟ ସିଂ ଭୋଇ । ଦିବ୍ୟଙ୍କୁ ତାଙ୍କ ସ୍ତ୍ରୀ ଯଶୋଦା ଗତକାଲି ରାତିରେ ହତ୍ୟା କରି ଫେରାର ମାରିଥିବା ହୋଇଛି ଅଭିଯୋଗ । ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ତୁଷୁରା ପୋଲିସ । ତେବେ ହତ୍ୟାକାଣ୍ଡର କାରଣ କଣ ତାହା ଅସ୍ପଷ୍ଟ ରହିଛି । ପୋଲିସ ତଦନ୍ତ ପରେ ଘଟମା ସାମ୍ନାକୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଭୋଗରାଇରେ ବ୍ୟାପିଲା ଡେଙ୍ଗୁ, ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଦାବି

ଭୋଗରାଇ ୨୧/୧୦: ବାଲେଶ୍ୱର ଜିଲ୍ଲା ଭୋଗରାଇରେ ବ୍ୟାପିଲା ଡେଙ୍ଗୁ । ବ୍ଲକର ଅନ୍ୟତମ ଉପାନ୍ତ ପଞ୍ଚାୟତ ନାରାୟଣ ମହାନ୍ତି ପଡ଼ିଆରେ ବେଶ କିଛିଦିନ ହେବ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୧୦ରୁ ଅଧିକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦ରୁ ଅଧିକ ବାଲେଶ୍ୱର, କଟକ ଓ ଭୁବନେଶ୍ଵରରେ ଚିକିତ୍ସାଧୀନ ଅଛନ୍ତି । ଏଥିପାଇଁ ପଞ୍ଚାୟତବାସୀଙ୍କ ମଧ୍ୟରେ ଭୟର ଆତଙ୍କ ଖେଳିଯାଇଛି । ହେଲେ ସ୍ୱାସ୍ଥ୍ୟ ବିଭାଗର ଏଥିପ୍ରତି ନିଘା ନାହିଁ । ତେଣୁ […]

ଅପରାଧ ରାଜ୍ୟ

କଟକରେ ଆଲୋଡ଼ନ: କାଠଯୋଡ଼ି ପଠାରେ ଦୁଇ ବର୍ଷର ଶିଶୁକୁ ଦୁଷ୍କର୍ମ

କଟକ : କଟକରେ କାଠଯୋଡ଼ି ନଦୀ ପଠାରେ ଦୁଇବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଛି। ଏଭଳି ନୃଶଂସ କାଣ୍ଡ ଘଟାଇଥିବା ଅଭିଯୁକ୍ତ ଜଣକ ଜଣେ ନାବାଳକ। ୧୭ ବର୍ଷୀୟ ଏହି ନାବାଳକ ଗଲା କାଲି ଶିଶୁ କନ୍ୟାକୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିବା ମର୍କତନଗର ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଅଭିଯୋଗ ଆଧାରରେ ନାବାଳକକୁ କାବୁକରି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରିଥିଲା। ପରେ ତାକୁ ସ୍ବଧାର ଗୃହକୁ ପଠାଇ ଦିଆଯାଇଛି। ସୂଚନା ଅନୁଯାୟୀ, ବୁଧବାର ଦିନ […]

ଅପରାଧ ରାଜ୍ୟ

ଅଜଣା ଗାଡି ଧକ୍କାରେ ଝିଙ୍କ ଗୁରୁତର, ସୁସ୍ଥ ହେବା ପରେ ଛଡାଯିବ ଜଙ୍ଗଲରେ

ଭୁବନ ୨୧/୧୦: ଦିନକୁ ଦିନ ସଫା ହେବାକୁ ବସିଛି ଜଙ୍ଗଲ । ଯାହା ଫଳରେ ବନ୍ୟ ଜନ୍ତୁୁ ଗାଁ ଓ ସହର ମୁହାଁ ହେବାରେ ଲାଗିଛନ୍ତି । ତେବେ ଅନେକ ଦୁର୍ଘଟଣାର ଶିକାର ହୋଇ ମରଣ ମୁହଁରେ ପଡୁଛନ୍ତି । ଭୁବନ ଥାନା ଜାତୀୟ ରାଜପଥ ୫୩ରେ ବିଭିନ୍ନ ସମୟରେ ଭାଲୁ, ସିଆଳ, ଏପରିକି ଅନେକ ପଶୁ ଗାଡି ଧକ୍କାରେ ଜୀବନ ହରାଉଛନ୍ତି । ଏହି କ୍ରମରେ ଗୁରୁବାର ରାତିରେ ଭୁବନ ଥାନା ଭୁଷଳ ମଠ ନିକଟରେ […]