EX ବୟଫ୍ରେଣ୍ଡ ସହ ନଜର ଆସିଲେ ଜାହ୍ନବୀ, ଡେଟିଂକୁ ନେଇ ଚର୍ଚ୍ଚା…
ମୁମ୍ଵାଇ ୨୪।୧୦: ଜାହ୍ନବୀ କପୁର ଫିଲ୍ମ ‘ଧଡକ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଜାହ୍ନବୀ ବର୍ତ୍ତମାନ ସମୟରେ ବହୁ ପପୁଲାର ଅଭିନେତ୍ରୀ । ଚଳଚ୍ଚିତ୍ର ସହିତ ସେ ନିଜ ଜିମ୍ ଏବଂ ବିମାନବନ୍ଦର ନିଜ ଲୁକ୍ ପାଇଁ ଚର୍ଚ୍ଚାରେ ରୁହନ୍ତି। ଜାହ୍ନବୀ ବହୁତ କମ୍ ତାଙ୍କ ଲଭ୍ ଲାଇଫ୍ ବିଷୟରେ କଥାବାର୍ତ୍ତା କରନ୍ତି। ନିକଟରେ କରଣ ଜୋହର ‘କଫି ୱିଥ୍ କରଣ ୭’ରେ ପ୍ରକାଶ କରିଥିଲେ କି ଏକ ସମୟ ଥିଲା ଜାହ୍ନବୀ ଏବଂ ସାରା ଦୁଇ […]