ଏକାଦଶ ଶ୍ରେଣୀ ପରୀକ୍ଷା: ଡିସେମ୍ବର ଦ୍ବିତୀୟ ସପ୍ତାହରେ ପ୍ରଥମ ତ୍ରୈମାସିକ
ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ପ୍ରଥମ ବର୍ଷ(ଏକାଦଶ ଶ୍ରେଣୀ) ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯିବ। ୨୦୨୨-୨୩ ଶିକ୍ଷାବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ୩ଟି ତ୍ରୈମାସିକ ପରୀକ୍ଷା ଓ ଗୋଟିଏ ବର୍ଷ ଶେଷ ପରୀକ୍ଷା ଦେବାକୁ ପଡ଼ିବ। ପ୍ରତି ତ୍ରୈମାସିକ ପରୀକ୍ଷା ୩୦ ମାର୍କ ବିଶିଷ୍ଟ ରହିବ ଏବଂ ୪୫ ମିନିଟ୍ ଧରି ଚାଲିବ। ପ୍ରଥମ ତ୍ରୈମାସିକ ପରୀକ୍ଷା ଡିସେମ୍ବର ଦ୍ବିତୀୟ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଜାନୁଆରି ଦ୍ବିତୀୟ ସପ୍ତାହରେ ଦ୍ବିତୀୟ […]









