ତୁର୍କିରେ ଶକ୍ତିଶାଳୀ ଭୂମିକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ, ମହାରାଷ୍ଟ୍ରରେ ବି ମୃଦୁ ଭୂକମ୍ପ
ନୂଆଦିଲ୍ଲୀ: ତୁର୍କିରେ ଶକ୍ତିଶାଳୀ ଭୂମିକମ୍ପ । ଉତ୍ତର ତୁର୍କିର ଅଙ୍କରା ଓ ଅଷ୍ଟାଣ୍ଟବୁଲ୍ ଅଞ୍ଚଳରେ ଝଟକା ଲଗିଛି । ବୁଧବାର ଭୋରରୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲର ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ଭୟଭୀୟ ହୋଇଛନ୍ତି ଲୋକେ । ୟୁରୋପିଆନ୍ ସିସ୍ମୋଲୋଜି ସେଣ୍ଟରର ରିପୋର୍ଟ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳୀ ଉତ୍ତର-ପଶ୍ଚିମ ଡର୍ଜ ଠାରୁ ୯ମାଇଲ୍ ଓ ଆଡ୍ପାଜନ ଠାରୁ ୩୨ ମାଇଲ୍ ଦୂରରେ ରହିଛି । ସେହିପରି ଏହାର […]









