ପାଟଣାରେ ଘନ କୁହୁଡିର ଧଳା ଚାଦର, ଲୋକେ ଭୋଗୁଛନ୍ତି ଅନେକ ସମସ୍ୟା
ପାଟଣା ୨୪।୧୧: କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ଘନ କୁହୁଡ଼ିର ଧଳା ଚାଦର ଦେଖିବାକୁ ମିଳିଛି । ସକାଳୁ ସକାଳୁ ଘନ କୁହୁଡିର ଆସ୍ତରଣ ଲାଗି ଲୋକଙ୍କ ଯିବାଆସିବାରେ ବହୁ ଅସୁବିଧା ହେଉଛି । ଏପିରିକି ସାଧାରଣ ଲୋକେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡିଛି । ସେହିପରି ପ୍ରାତଃ ଭ୍ରମଣ ପାଇଁ ଲୋକେ ସମସ୍ୟାରେ ପଡିଛନ୍ତି । ସବୁ ସମୟରେ ଚଳଚଞ୍ଚଳ ଥିବା ପାଟଣା ଅଞ୍ଚଳ ଏବେ ପୁରା ଶୁନ୍ଶାନ୍ ହୋଇଛି । କୁହୁଡ଼ା ଲାଗି […]









