ଦେଶ ବିଦେଶ ମନୋରଞ୍ଜନ

କ’ଣ ବିଗିଡିଗଲା କି ଦକ୍ଷିଣୀ ସୁନ୍ଦରୀଙ୍କ ସ୍ୱାସ୍ଥ୍ୟାବସ୍ଥା? ହସ୍ପିଟାଲ ଫଟୋ ଭାଇରାଲ

ମୁମ୍ୱାଇ ୨୬/୧୧: ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ସାମନ୍ଥା ଋଥୁ ପ୍ରଭୁ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ । ଯାହା ଦେଖିବା ପରେ ଫ୍ୟାନ୍ସଙ୍କୁ ଲାଗିଛି ଝଟକା । ସୂଚନା ଥାଉକି ଗତ କିଛିଦିନ ତଳେ ସାମନ୍ଥା ସୋସିଆଲ ମିଡିଆରେ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ଲେଖିଥିଲେ ତାଙ୍କୁ କିଛି ରୋଗ ହୋଇଛି । ଯାହାର ଚିକିତ୍ସା ପାଇଁ ସେ କିଛି ମାସ ହେବ ଡାଇଗ୍ନୋସିସ ରେ ଅଛନ୍ତି । ଏବେ ପୁଣିଥରେ […]

ଅପରାଧ ରାଜ୍ୟ

ରାଣୀ ପଣ୍ଡାଙ୍କ କାର୍‌ ଦୁର୍ଘଟଣା; ଜଣେ ମୃତ

ଆଠଗଡ଼ : ଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ପୁଲିସ ସୂଚନା ଦେଇଛି। ଏହି ଘଟଣା ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ମୁତାବକ, ଶୁକ୍ରବାର ରାତିରେ ରାଣୀ ପଣ୍ଡା ଅନୁଗୁଳରୁ ଏକ ବିବାହ ଭୋଜି ସାରି ଭୁବନେଶ୍ୱର ଫେରୁଥିଲେ। ରାତି ପ୍ରାୟ ସାଢ଼େ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁରୀରେ 5T ସଚିବ, ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର କଲେ ତଦାରଖ

ପୁରୀ ୨୬/୧୧: ପୁରୀରେ 5T ସଚିବ ଭି. କେ ପାଣ୍ଡିଆନ୍ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷ ଲାଭ କଲେ କଲେ 5T ସଚିବ । ଏହାସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ତଦାରଖ କଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ଉନ୍ନତି ମୂଳକ ପ୍ରକଳ୍ପ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରମୁଖ ପ୍ରକଳ୍ପ ହୋଇଥିବା ବେଳେ, କାର୍ଯ୍ୟର ଅଗ୍ରଗତି ନେଇ ନିର୍ମାଣକାରୀ ସଂସ୍ଥାର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଚର୍ଚ୍ଚାରେ ରାଗିଂ: ଜିଲ୍ଲାପାଳ, ଏସ୍‌ପିଙ୍କୁ ରିପୋର୍ଟ ମାଗିଲେ ଏନ୍‌ଏଚ୍‌ଆର୍‌ଆସି

ବ୍ରହ୍ମପୁର : ବ୍ରହ୍ମପୁର ଆଙ୍କୋଲି ବାଇପାସ୍‌ ଜାତୀୟ ରାଜପଥ କଡ଼ରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରୀ ଦୀପ୍ତିଲତା ଦାସଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ରହସ୍ୟର ଉନ୍ମୋଚନ ହୋଇପାରୁ ନାହିଁ। ଏ ନେଇ ଏକ ପିଟିସନ୍‌ର ଶୁଣାଣି କରି ୪ସପ୍ତାହ ମଧ୍ୟରେ ଆକ୍ସନ୍‌ ଟେକେନ୍‌ ରିପୋର୍ଟ(ଏଟିଆର୍‌) ଦାଖଲ କରିବାକୁ ଜାତୀୟ ମାନବାଧିକାର କମିସନ୍‌(ଏନ୍‌ଏଚ୍‌ଆର୍‌ସି) ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଏସ୍‌.ପି.ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲୋଚାପଡ଼ା ଗ୍ରାମର ଲକ୍ଷ୍ମୀଚରଣ ଦାସଙ୍କ ଝିଅ […]

ରାଜ୍ୟ

କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ

ଚାନ୍ଦବାଲି ୨୬/୧୧: ଚାନ୍ଦବାଲି ବ୍ଲକ ଧାମରା କଇଥଖୋଲା ବଜାରରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୦ରୁ ଉର୍ଦ୍ଧ୍ୱ ଦୋକାନ ଘର ସମ୍ପୂର୍ଣ ଜଳି ପାଉଁଶ ହୋଇ ଯାଇଛି l ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥବା ବେଳେ ଗ୍ରାମବାସୀମାନେ ବହୁ ଚେଷ୍ଟା କରି ମଧ୍ୟ ନିଆଁକୁ ଆୟତ କରିପାରିନଥିଲେ । ନିଆଁ ଲାଗିବାର ୨୦ ମିନଟ ମଧ୍ୟରେ ଦୋକାନ ଘର ଗୁଡିକ ପୋଡି ସମ୍ପୂର୍ଣ ପାଉଁଶ ହୋଇଯାଇଛି । କୌଣସି ଦୋକାନୀ ନିଜ ଦୋକାନ ମଧ୍ୟରୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ୩ ମାଓବାଦୀ ନିହତ

ମାଲକାନଗିରି ୨୬।୧୧ : ଓଡିଶା ସୀମାନ୍ତରେ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ମାଓବାଦୀ ନିହତ ହୋଇଛନ୍ତି । ଏବେ ବି ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଖବର ଅନୁଯାୟୀ, ଛତିଶଗଡ଼ ସୀମାନ୍ତ ବିଜାପୁର ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ କୁମ୍ବିଂ ଅପରସେନ୍‌ ଚାଲିଥିଲା । ଏହି ସମୟରେ ମାବାଦୀଙ୍କ ସହ ମିତ୍ରପୁର ଥାନା ପୋମରା ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ତିନି ଜଣ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପଠାନକୋଟ୍ ଏଲଓସିରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ବିଏସଏଫର କାଉଣ୍ଟର ଫାୟାରିଂରେ ପଛଘୁଞ୍ଚା ଦେଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ଏଲଓସିରେ ଆତଙ୍କୀ ଅନୁପ୍ରବେଶ ଉଦ୍ଯମ ପଣ୍ଡ । ବିଏସଏଫ ଯବାନଙ୍କ କାଉଣ୍ଟର ଫାୟାରିଂରେ ପରେ ପଛଘୁଞ୍ଚା ଦେଲେ ପାକିସ୍ତାନ ଆତଙ୍କବାଦୀ । ପଞ୍ଜାବର ପଠାନକୋଟ୍ ପୋଷ୍ଟ ନିକଟରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ ଦୁଇ ଆତଙ୍କବାଦୀ । ବିଏସଏଫ୍ ଯବାନ ଦେଖିବା ପରେ ଏନକାଉଣ୍ଟର କରିଥିଲେ । ଅନ୍ୟପଟେ ଅମୃତସରର ଦୁଇଟି ସ୍ଥାନରେ ସନ୍ଦିଗ୍ଧ ଡ୍ରୋନ୍ ଦେଖିବାକୁ ମିଳିଥିଲା । ଗୋଟିଏ ଡ୍ରୋନକୁ ସେନା ଗୁଳି କରି ଖସାଇ ଦେଇଛନ୍ତି । ବିଏସଏଫର ସୂଚନା ଅନୁଯାୟୀ, […]

ଅପରାଧ ରାଜ୍ୟ

୨୨ ଗ୍ରାମ ବ୍ରାଉନ ସୁଗାର ଜବତ; ଜଣେ ଯୁବକଙ୍କୁ ଗିରଫ କଲା ଅବକାରୀ ଟିମ୍‌

ଧର୍ମଗଡ଼ ୨୫/୧୧: କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସହରରେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛିl ଏଥିରେ ଯୁବ ବର୍ଗ ଲିପ୍ତ ହୋଇ ଅପରାଧ କରୁଥିବା ଦେଖିବାକୁ ମିଳୁଛିl କି ଭବାନିପାଟଣା ପରିବହନ କାର୍ଯ୍ୟାଳୟ ସାମ୍ନାରେ କିଛି ଯୁବକ ବ୍ରାଉନ ସୁଗାର କାରବାର କରୁଥିବା ଅବକାରୀ ବିଭାଗ ଜାଣିପାରିଥିଲାl ଏନେଇ ଅବକାରୀ ପୋଲିସ ଗ୍ରାହକ ହୋଇ ଯାଇଥିଲେ। ସେଠାରେ ଜଣେ ଯୁବକଙ୍କୁ ୨୨ ଗ୍ରାମ ବ୍ରାଉନ ସୁଗାର ସହିତ ୭ ହଜାର ୩ଶହ ଟଙ୍କା ଏବଂ ଗୋଟିଏ […]

ରାଜ୍ୟ

ଯାତ୍ରା ଅଭିନେତ୍ରୀ ରାନିପଣ୍ଡାଙ୍କ କାର୍‌ ଦୁର୍ଘଟଣା ଗ୍ରସ୍ତ; ବାଇକ୍‌ ଚାଳକ ଗୁରୁତର

ଆଠଗଡ଼ ୨୬/୧୧: ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ବସିଥିବା କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ବାଇକ୍ ସହ ତାଙ୍କ କାର୍ ଧକ୍କା ହୋଇଥିବା ଜଣାପଡ଼ିଛି। ଏଥିରେ ବାଇକ ଚାଳକ ଜଣକ ଗୁରୁତର ଆହତ ହୋଇଛନ୍ତି। କଟକ ଜିଲ୍ଲା ଆଠଗଡ ବ୍ଲକ୍ ଅନ୍ତର୍ଗତ ଡାଳଖାଇ ଛକ ପାଖରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଆଠଗଡ଼ ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରି ରଖିଥିବାବେଳେ କେମିତି କାର୍-ବାଇକ୍ ମଧ୍ୟରେ ଦୁର୍ଘଟଣା ହେଲା ସ୍ପଷ୍ଟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଥରାଇବ ଶୀତ, ଆହୁରି ୨ରୁ ୩ ଡିଗ୍ରୀ ଖସିବ ପାରଦ

ଭୁବନେଶ୍ୱର ୨୬।୧୧ : ରାଜ୍ୟରେ ପାରଦ କ୍ରମଶଃ ତଳକୁ ଖସୁଛି । ଗତକାଲି ୧୩ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଝାରସୁଗୁଡ଼ାରେ ୧୨, ସୁନ୍ଦରଗଡ଼ରେ ୧୨.୫, ଫୁଲବାଣୀରେ ୧୩, ଦାରିଙ୍ଗିବାଡି଼ରେ ୧୩, କେନ୍ଦୁଝରରେ ୧୩.୨, ଭବାନୀପାଟଣାରେ ୧୩.୨, ଦେବଗଡ଼ରେ ୧୩.୪, ବରଗଡ଼ରେ ୧୩.୮ ରହିଛି । ସେହିପରି ସୋନପୁରରେ ୧୪.୨, ବୌଦ୍ଧରେ ୧୪.୫, ସମ୍ବଲପୁରରେ ୧୪.୬, ବାଲେଶ୍ୱରରେ ୧୪.୬, ଅନୁଗୁଳରେ ୧୪.୬, ସମ୍ବଲପୁରରେ ୧୪.୬ ଓ ହୀରାକୁଦରେ ୧୪.୭ ଡିଗ୍ରୀ ତାପମାତ୍ରା ରେକର୍ଡ […]