ରାଜ୍ୟ ସ୍ପେଶାଲ ରିପୋର୍ଟ

ସଚିବଙ୍କୁ ନେଇ ସାହିତ୍ୟ ଏକାଡେମୀ ଅଚଳ

ଭୁବନେଶ୍ବର : ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବଙ୍କୁ ନେଇ ବିବାଦ ଦେଖାଦେଇଛି। ସଚିବ ବିଭାଗର କର୍ମଚାରୀଙ୍କୁ ଅଶାଳୀନ ମନ୍ତବ୍ୟ ଦେବାସହ ଅାକ୍ରୋଶମୂଳକ ବ୍ୟବହାର କରିଥିବା ନେଇ ଅଭିଯୋଗ ଉଠିଛି। ଯାହାକୁ ନେଇ ଆଜି ଦିନସାରା ଏକାଡେମୀରେ ଅଶାନ୍ତି ଦେଖିବାକୁ ମିଳିଛି। କର୍ମଚାରୀମାନେ ସଚିବଙ୍କୁ ବିରୋଧ କରି କାର୍ଯ୍ୟବନ୍ଦ କରିବା ସହ ବିଭାଗୀୟ ନିର୍ଦ୍ଦେଶକ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ଦେଇଛନ୍ତି। କର୍ମଚାରୀମାନଙ୍କ ଅଭିଯୋଗ ହେଉଛି ଯେ, ଏକାଡେମୀ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମକୁ କର୍ମଚାରୀମାନେ […]

ଦେଶ ବିଦେଶ ମନୋରଞ୍ଜନ

ମୁମ୍ୱାଇରେ ବିଳାଶପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ଦୀପଭୀର, ଭିଡିଓରେ ଦେଖନ୍ତୁ ଝଲକ

ମୁମ୍ଵାଇ ୨୬।୧୧: ପ୍ରାୟତଃ ସବୁ ସେଲିବ୍ରେଟି ମୁମ୍ଵାଇରେ ଘର କିଣିବାକୁ ଆଗ୍ରହ। ବଲିଉଡର ସମସ୍ତ କଳାକାରଙ୍କ ଆଲିଶାନ ବଙ୍ଗଳା କଥା ତ ନ କହିବା ଭଲ। ସେମାନଙ୍କ ଦାମ ଜାଣିଲେ ଆପଣଙ୍କ ହୋସ୍ ହୋଇଯିବ। ଅଭିନେତା ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ । ବର୍ତ୍ତମାନ ଦୀପଭୀର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ରଣଭୀର ସିଂ ଏବଂ ଦୀପିକା ପାଦୁକୋନ ମୁମ୍ବାଇରେ ନିଜର ଏକ ନୂଆ ଫ୍ଲାଟ କିଣିଛନ୍ତି। ପୁଣି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଲେଶ୍ବର ଉପକୂଳରୁ ହଜିଗଲେଣି ନାଲି କଙ୍କଡ଼ା

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ସାମୁଦ୍ରିକ ବେଳାଭୂମିରେ ଅନନ୍ୟ ସୌନ୍ଦର୍ଯ୍ୟ ହେଉଛି ନାଲି କଙ୍କଡ଼ା। ବିଶେଷ କରି ଚାନ୍ଦିପୁର, ପରିଖି, ଡଗରା, ତାଳସାରୀ ଓ ଉଦୟପୁର ବେଳାଭୂମିରେ ଏହି ନାଲିକଙ୍କଡ଼ାଙ୍କୁ ଦେଖିବାକୁ ମିଳିଥାଏ। ଯାହା ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିବା ସହ ଏଠାକାର ପରିବେଶକୁ ମଧ୍ୟ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ। ତେବେ ପ୍ରତିକୂଳ ପରିବେଶ ଯୋଗୁ ଏମାନଙ୍କ ସଂଖ୍ୟା ଏବେ ବହୁଳ ଭାବେ ହ୍ରାସ ପାଇବା‌ରେ ଲାଗିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଓ ପରିବେଶବିତ୍‌ ଉଦ୍‌ବେଗ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଶିକ୍ଷା ବିଭାଗର ବିକଳ ଚିତ୍ର: ଗଛମୂଳେ ଚାଲିଛି ପାଠପଢ଼ା

ଝରିଗାଁ : ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ମୁହାଁ କରାଇବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏପରିକି ବିଦ୍ୟାଳୟଗୁଡ଼ିକୁ ୫-ଟିରେ ସାମିଲ କରି ଡିଜିଟାଲ ଶିକ୍ଷାଦାନ ପାଇଁ ଗୁରୁତ୍ବ ଦେଉଛନ୍ତି। କିନ୍ତୁ, ଏତେସବୁ ଯୋଜନା ସତ୍ତ୍ବେ ଶ୍ରେଣୀଗୃହ ଅଭାବ ଯୋଗୁଁ ଆଜି ବି ଛାତ୍ରଛାତ୍ରୀ ଗଛମୂଳେ ଓ ବିଦ୍ୟାଳୟ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି। ଶିକ୍ଷା ବିଭାଗର ଏଭଳି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ହାଟଡିହି ତହସିଲରେ ଜାଲ ରସିଦରେ ଅର୍ଥ ହଡ଼ପ ଘଟଣା: ଏକାଧିକ ବ୍ୟକ୍ତିଙ୍କୁ ଜାଲ୍‌ ରସିଦ ଦେଇ ଜରିମାନା ଅର୍ଥ ହଡ଼ପ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲରେ ଜାଲ୍ ରସିଦ ଦେଇ ଅର୍ଥ ହଡ଼ପ ଘଟଣାରେ ଲୋକାୟୁକ୍ତଙ୍କ ନିର୍ଦେଶରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ କରାଯାଇଥିଲା। ଭିଜିଲାନ୍ସ ତଦନ୍ତ ବେଳେ ଜାଲିଆତି ହୋଇଥିବା ସ୍ପଷ୍ଟ ହୋଇଛି। କେବଳ ଜଣେ ନୁହେଁ ଏକାଧିକ ଲୋକଙ୍କୁ ଜାଲ୍‌ ରସିଦ ଦିଆଯାଇ ସେମାନଙ୍କ ଠାରୁ ଆଦାୟ ହୋଇଥିବା ଜରିମାନା ରାଶି ସରକାରଙ୍କ ତହବିଲ ଜମା କରାଯିବା ପ‌ରିବର୍ତ୍ତେ ହଡ଼ପ କରାଯାଇଥିବା ଜଣାପଡ଼ିଛି। ଏନେଇ ଭିଜିଲାନ୍ସ ପକ୍ଷରୁ ୨୫୬ ପୃଷ୍ଠାର ଏକ ବିସ୍ତୃତ ରିପୋର୍ଟ […]

ଅପରାଧ ରାଜ୍ୟ

ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର

ବ୍ରହ୍ମପୁର ୨୬/୧୧: ବ୍ରହ୍ମପୁରରେ ଥମୁନି ରାଗିଂ । ଏତର କିନ୍ତୁ କୌଣସି କଲେଜ ନୁହେଁ । ଏଥର ରାଗିଂ ହୋଇଛି ଘରୋଇ ସ୍କୁଲରୁ । ଘରୋଇ ସ୍କୁଲରୁ ରାଗିଂ ହୋଇଥିବା ହୋଇଛି ଅଭିଯୋଗ । ଏକ ଘରୋଇ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ କେତେକ ସିନିୟର ଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପରିବାରବର୍ଗଙ୍କ ପକ୍ଷରୁ ଗୋଶାଣୀ ନୂଆ ଗାଁ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ୍ ଏ ଘଟଣାର ଅଧିକ ତଦନ୍ତ କରୁଛି । […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କଟକ ବଡ଼ ମେଡିକାଲରେ ଅଭାବନୀୟ ଦୃଶ୍ୟ: ଷ୍ଟ୍ରେଚର୍‌ରେ ସିଲିଣ୍ଡର, କାନ୍ଧରେ ରୋଗୀ

କଟକ : କଟକ ବଡ଼ ମେଡିକାଲ (ଏସ୍‌ସିବି)ରେ ଦୁଇଟି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୋଟିଏପଟେ ଷ୍ଟ୍ରେଚର୍‌ରେ ସାଲାଇନ୍, ଅକ୍ସିଜେନ ସିଲିଣ୍ଡର ଆଉ ଔଷଧ ବୁହାଯାଉଥିବା ଦେଖିବାକୁ ମିଳିଥିବା ବେଳେ ଅନ୍ୟପଟେ ରୋଗୀଙ୍କୁ ତାଙ୍କ ସଂପର୍କୀୟମାନେ କୋଳେଇ, କାଖେଇ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେଉଛନ୍ତି। ଶୁକ୍ରବାର ଦିନ ଏସ୍‌ସିବିର କାଜୁଆଲିଟିରେ ଜଣେ ଗୁରୁତର ମହିଳାଙ୍କୁ ତାଙ୍କ ସ୍ବାମୀ ଆଉ ଝିଅକୁ ବାପା ବୋହି ନେଉଥିବାର ଦେଖିବାକୁ ମିଳିଛି। ଏହି ଦୃଶ୍ୟ ବଡ଼ ମେଡିକାଲ ପରିସରରେ ଜନମାନସକୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସେଲ୍ ଭିତରେ ଜନତା ଦରବାର, ପୁଣି ଭାଇରାଲ ହେଲା ସତ୍ଯେନ୍ଦ୍ର ଜୈନଙ୍କ ଭିଡିଓ

ନୂଆଦିଲ୍ଲୀ: ବିବାଦ ଓ ସତ୍ଯେନ୍ଦ୍ର ଜୈନ୍ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ଆମ୍ ଆଦମୀ ପାର୍ଟିର ମନ୍ତ୍ରୀ ସତ୍ଯେନ୍ଦ୍ର ଜୈନଙ୍କ ପିଛା ଛାଡ଼ୁନି ବିବାଦ । ତିହାର ଜେଲ୍ ଭିତରର ପୁଣି ଏକ ଭିଡିଓ ଭାଇରାଲ ହୋଇଛି । ସତ୍ଯେନ୍ଦ୍ର ଜୈନ୍ ସେଲ୍ ଭିତରେ ପୂର୍ବ ଜେଲ୍ ଅଧିକ୍ଷକ ଅଜିତ୍ କୁମାରଙ୍କ ସହିତ ବୈଠକ କରୁଥିବାର ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ ସେପ୍ଟେମ୍ବର 10 ତାରିଖର । ସେହି ସମୟରେ ଅଜିତ୍ କୁମାର […]

ରାଜ୍ୟ

ବାଇକ୍‌-ସ୍କୁଟି ମୁହାଁମହିଁ ଧକ୍କା, ୨ ଶିକ୍ଷୟତ୍ରୀ ମୃତ

ଜି. ଉଦୟଗିରି ୨୬।୧୧ : ବାଇକ୍‌-ସ୍କୁଟି ମୁହାଁମହିଁ ଧକ୍କା । ଚାଲିଗଲା ଦୁଇ ଶିକ୍ଷୟତ୍ରୀଙ୍କ ଜୀବନ ।କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ନିଲୁଙ୍ଗିଆ ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । ଖବର ଅନୁଯାୟୀ, ଶନିବାର ସକାଳ ସମୟରେ ଦୁଇ ଜଣ ଶିକ୍ଷୟତ୍ରୀ ନିଜ ସ୍କୁଟି ଯୋଗେ ସ୍କୁଲକୁ ଯାଇଥିଲେ । ଏହି ସମୟରେ ନିଲୁଙ୍ଗିଆ ଗାଁ ନିକଟରେ ଏକ ବାଇକ୍‌ ସହ ସ୍କୁଟିର ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଦୁଇ ଜଣ ଶିକ୍ଷୟତ୍ରୀଙ୍କ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିବାଦରେ ମାଟ୍ରିକ୍‌ ପରୀକ୍ଷା ପରିଚାଳନା ବ୍ୟବସ୍ଥା: ନିୟମ ନ ଥାଇ ବିଦ୍ୟାଳୟରେ ସେଲ୍‌ଫ ସେଣ୍ଟର

କଟକ : ମାଟ୍ରିକ୍ ପରୀକ୍ଷାକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ଛାତ୍ରଛାତ୍ରୀ ନିଜ ସ୍କୁଲ୍‌ରେ ପରୀକ୍ଷା ଦେବା ନିୟମକୁ ଉଚ୍ଛେଦ କରିଥିଲେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କର୍ତ୍ତୃପକ୍ଷ। କିନ୍ତୁ, ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ବନ୍ଦିସାହି-ମୁଟୁଣିଆସ୍ଥିତ ୟୁଜିଏମ୍‌ଏସ୍ ବିଦ୍ୟାପୀଠ ସେଲ୍‌ଫ ସେଣ୍ଟର ହୋଇଥିବାରୁ ଦଶମ ଛାତ୍ରଛାତ୍ରୀ ନିଜ ସ୍କୁଲ୍‌ରେ ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍ଏ-୧) ପରୀକ୍ଷା ଦେଉଛନ୍ତି। ତିନି ଦିନ ପରୀକ୍ଷା ଚାଲିଥିଲେ ମଧ୍ୟ ଏ ବିଷୟରେ ବୋର୍ଡ ପାଖରେ ଖବର ନାହିଁ। ଏଭଳି ପରୀକ୍ଷା କେନ୍ଦ୍ର […]