ସୈନିକ ଗଢ଼ିଲେ ସେନା କର୍ମଚାରୀ
ଖଇରା (ଅବିନାଶ ପ୍ରଧାନ): ସେନା, ଅର୍ଦ୍ଧ ସେନା, ପୁଲିସ ଆଦି ବାହିନୀରେ ଗ୍ରାମାଞ୍ଚଳର ଯୁବକଯୁବତୀଙ୍କୁ ସାମିଲ କରିବା ପାଇଁ ୨୨ ଜଣ ସେନା କର୍ମଚାରୀ ବାଲେଶ୍ବର ଜିଲ୍ଲା ଖଇରାରେ କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମି ଗଢ଼ିଛନ୍ତି। ଯେଉଁଠି ସେମାନେ ମାଗଣା ଶାରୀରିକ ଶିକ୍ଷା ଦେଉଛନ୍ତି। କେବଳ ଶାରୀରିକ ଶିକ୍ଷା ନୁହେଁ, ଲିଖିତ ପରୀକ୍ଷାରେ ଯେମିତି ପାସ୍ କରିହେବ, ସେଥିପାଇଁ ପ୍ରଶିକ୍ଷଣ ମଧ୍ୟ ମିଳୁଛି। ତେବେ ସେନା କର୍ମଚାରୀଙ୍କ ଏହି ମହତ ଉଦ୍ୟମ ସଫଳ ହୋଇଛି। ୪ ଜଣ […]









