ରାଜଧାନୀରେ ମଶାଙ୍କ ଉତ୍ପାତ: ବିଏମ୍ସି ସବୁ ଜାଣି ଅଜଣା
ଭୁବନେଶ୍ବର : ମଶାଙ୍କୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। ଘନଘନ ବୈଠକ ବସୁଛି, ମାନସମନ୍ଥନ ଚାଲିଛି। କିନ୍ତୁ ସହରରେ ମଶାଙ୍କ ଉତ୍ପତ୍ତିସ୍ଥଳ କାହାରିକୁ ଅଛପା ନାହିଁ। ଏବେ ବିଭିନ୍ନ ଜାଗାରେ ଥିବା ଅସ୍ଥାୟୀ ଡମ୍ପିଂୟାର୍ଡ ମଶାଙ୍କ ନିରାପଦ ଘର ପାଲଟିଛି। କିଛିଦିନ ହେଲା ପରିମଳରେ ଭୀଷଣ ଅବ୍ୟବସ୍ଥା ମଶା ବଂଶବୃଦ୍ଧିର ବଡ଼ କାରଣ ବୋଲି ସମସ୍ତେ ଜାଣି ପାରୁଛନ୍ତି। କିନ୍ତୁ ବିଏମ୍ସି କର୍ତ୍ତୃପକ୍ଷ ଜାଣି ନ ଜାଣିଲା ପରି ଲୋକଦେଖାଣିଆ ବୈଠକ କରୁଛନ୍ତି। ପୁଣି ଡ୍ରୋନ୍ […]









